ଦେଶରେ ବଢୁଥିବା ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କଲେ ଶରଦ ପାୱାର
ମୁମ୍ବାଇ: ଦେଶରେ ବଢୁଥିବା ଧାର୍ମିକ ଅଶନ୍ତୋଷ ପାଇଁ ବିଜେପିକୁ ମୋଦୀଙ୍କୁ ଦାୟୀ କଲେ ଏନ୍ନସିପି ମୁଖ୍ୟ ଶରଦ ପାୱାର। ଗୁରୁବାର ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାରଙ୍କୁ ମୀରା ରୋଡସ୍ଥିତ ସୋସାଇଟିକୁ ବୋଦା ନେଇ ଆସିବା ଘଟଣାରେ ପ୍ରଶ୍ନ କରିବାରୁ ପାୱର ବିଜପିକୁ ଟାର୍ଗେଟ୍ କରିଥିଲେ।…