ବଢୁଛି ଲାକ୍ଷାଦ୍ୱୀପ କ୍ରେଜ୍: ବିମାନ ସଂଖ୍ୟା ବୃଦ୍ଧି କଲା ଆଲିଆନ୍ସ ଏୟାର, ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି ସରିଛି ସମସ୍ତ…
ଲାକ୍ଷାଦ୍ୱୀପ: ବର୍ତ୍ତମାନ ଭାରତର ଆଉ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଲାକ୍ଷାଦ୍ୱୀପ ପରିଦର୍ଶନ କରିବା ସହଜ ହୋଇଛି । ଚାଲିଥିବା ଭାରତ-ମାଳଦ୍ୱୀପ ବିବାଦ ମଧ୍ୟରେ ଲାକ୍ଷାଦ୍ୱୀପକୁ ଯାଉଥିବା ଏକମାତ୍ର ବିମାନ କମ୍ପାନୀ ଆଲିଆନ୍ସ ଏୟାର ଅତିରିକ୍ତ ବିମାନ ସେବା ଆରମ୍ଭ କରିଛି । ଲାକ୍ଷାଦ୍ୱୀପ ଯିବାକୁ…