Latest Odisha News

BREAKING NEWS

ପୂର୍ବତଟ ରେଳପଥର ସିପିଆରଓ ମୁଖ୍ୟ ହେଲ ଅଶୋକ କୁମାର ମିଶ୍ର

ଭୁବନେଶ୍ବର: ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ରଙ୍କ ଯୋଗଦାନ । ଭାରତୀୟ ରେଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ) ର ୨୦୧୧ ବ୍ୟାଚ୍ ର ଅଧିକାରୀ ଅଶୋକ କୁମାର ମିଶ୍ର । ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ…

ବରମୁଣ୍ଡା ବସ୍ ଷ୍ଟାଣ୍ଡ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଡିସେମ୍ବର ଶେଷ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି (ଶୁକ୍ରବାର) ବରମୁଣ୍ଡା ଠାରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ (ଆଇଏସବିଟି) ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ନବୀନ ଓଡ଼ିଶା ଅଧ୍ୟକ୍ଷ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ । ବରମୁଣ୍ଡା ବସଷ୍ଟାଣ୍ଡରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଏଥିରେ ନିୟୋଜିତ…

ଟି୨୦: ହାତରେ ଗୋଟିଏ ମ୍ୟାଚ ବାକି ଥାଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିିରିଜ ବିଜୟୀ

ରାୟପୁର: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମଇଣ୍ଡିଆ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ଏହା ପ୍ରଥମ ସିରିଜ ବିଜୟ । ଭାରତ ପ୍ରଥମେ ବ୍ୟାଟିଂ…

ଇରଫାନକୁ ଭଲ ପାଉଥିଲି: ଗମ୍ଭୀର, ଅକ୍ଷୟ ମୋ ପଛରେ ପଡିଥିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ମୁଁ ୫ ବର୍ଷ ଧରି ଇରଫାନ ପଠାନଙ୍କୁ ଭଲ ପାଉଥିଲି । ମୋ ସହିତ ଦୀର୍ଘ ଦିନର ମିଳାମିଶା ପରେ ସେ ଅନ୍ୟ ଝିଅକୁ ବାହାକୁ ହୋଇଗଲେ ବୋଲି ପାୟଲ କହିଛନ୍ତି । ଅଲଗା ହେବା…

ପୁରୀ ଶ୍ରୀକ୍ଷେତକୁ ତୁଳସୀ ଯାତ୍ରା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କଲା ‘ତୁଳସୀ ଯାତ୍ରା’ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରୁ ଶହଶହ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା…

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା…

ଭୁବନେଶ୍ଵର: ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି…

ଜାନୁଆରୀ ୨ରୁ +୨ ପ୍ରାକ୍ଟିକାଲ, ଫେବୃୟାରୀ ୧୬ରୁ ହୋଇପାରେ ଥିଓରୀ ପରୀକ୍ଷା

ଭୁବନେଶ୍ବର : +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ତାରିଖରୁ ପ୍ରାକ୍ଟିକାଲ୍‍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ

ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ ହୋଇଯାଇଛି। ସମାରୋହକୁ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି…