Latest Odisha News

BREAKING NEWS

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି ଏବଂ ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ…

୨ ଦିନରେ ୧୦୦ କୋଟି ଟପିଲା ଟାଇଗର-୩

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଭାଇଜାନ ସଲମନ ଖାନଙ୍କ ଅଭିନିତ ଫିଲ୍ମ ‘ଟାଇଗର ୩' । ଏହି ଫିଲ୍ମର ପ୍ରଥମ ଦିନ ଆୟ ଶାହାରୁଖଙ୍କ ଅଭିନିତ ଫିଲ୍ମ ‘ଯବାନ' ଓ ‘ପଠାନ'ଠାରୁ କମ୍ ରହିଛି ସତ, କିନ୍ତୁ ଦ୍ୱିତୀୟ ଦିନରେ ଏହା କମାଲ୍ ପ୍ରଦର୍ଶନ କରିଛି । ମାତ୍ର ଦୁଇ ଦିନରେ ଏହି…

ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଖରାପ ହୋଇଯାଇଛି, ଏଥର ଐଶ୍ଚର୍ଯ୍ୟାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରୁ ପାକିସ୍ତାନ ବିଦା ହୋଇଯାଇଛି । ଏବେ ଏହା ସେମାନଙ୍କ ବତର୍ମାନ ଓ ପୂର୍ବତନ ଖେଳାଳିଙ୍କ ମୁଣ୍ଡ ଖରାପ କରି ଦେଇଛି । ପରାଜୟକୁ ଗ୍ରହଣ କରି ନ ପାରିବା ଯୋଗୁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ଏବେ ଏକ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଖେଳାଳି…

ଶିଶୁ ମହୋତ୍ସବ ‘ସୁରଭି’: ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହେବ ବିଦ୍ୟାଳୟ ରୂପାନ୍ତରଣ ଚିତ୍ର

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ସୁରଭିରେ ଦେଖିବାକୁ ମିଳିଛି…

ବଦ୍ରିନାଥ ଯାଇଥିବାବେଳେ ଘରୁ ଲୁଟ୍, ସିସିଟିଭିରେ କଏଦ ହେଲା ଚୋରିବେଳର ଦୃଶ୍ୟ

ଭୁବନେଶ୍ବର: କିଛି ଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ଘଟଣା ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଣି ଆଜି (ମଙ୍ଗଳବାର) ରାଜଧାନୀର ଆଉ ଏକ ଆପାର୍ଟମେଣ୍ଟରେ ଲୁଟ ଘଟଣା ସାମ୍ନାକୁ ଆସିଛି । ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ ଆଉ ଏକ ଘରୁ…

ରାଗିଛନ୍ତି ଅଜିତ ପାୱାର, ଭାଙ୍ଗିଦେବେ ସିନ୍ଦେ ସରକାର!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆଜିଯାଏ ମଧ୍ୟ ସ୍ଥିରତା ଆସିବା ଦେଖାଯାଉ ନାହିଁ। ସିନ୍ଦେ ଗୋଷ୍ଠୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପ୍ରସଙ୍ଗ ହେଉ କିମ୍ବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଅଡୁଆ। ଏମିତି ଅନେକ ପ୍ରସଙ୍ଗକୁ…

ଦଳ ବିଦ୍ରୋହୀ ନେତାଙ୍କୁ ଧମକାଇଲା କଂଗ୍ରେସ, ସହଯୋଗ କର ନ ହେଲେ ଭୋଗିବ !

ଭୁବନେଶ୍ୱର: ରାଜସ୍ଥାନରେ ବିଦ୍ରୋହୀ ନେତାମାନେ ପ୍ରମୁଖ ଦଳ ଗୁଡ଼ିକର ଅଡୁଆ ବଢାଇଛନ୍ତି। ଉଭୟ ଶାସକ ଦଳ କଂଗ୍ରେସ ଓ ବିଜେପିର ବହୁ ନେତା ସ୍ୱାଧୀନ ଭାବେ ଲଢ଼ୁଥିବା ବେଳେ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମରେ ଲାଗି ପଡିଛନ୍ତି। ଏଥିରେ କଂଗ୍ରେସ ସବୁଠୁ ଅଧିକ…

ସେମିଫାଇନାଲରେ କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଡରାଉଛି

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ…

ବାୟୁ ପ୍ରଦୂଷଣ ଭୟ: ଦିଲ୍ଲୀରୁ ଜୟପୁର ଗଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ମଙ୍ଗଳବାର) ରାଜସ୍ଥାନର ଜୟପୁରରେ ପହଞ୍ଚିଛନ୍ତି । ସୋନିଆଙ୍କ ଏହି ଗସ୍ତକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିବାବେଳେ, ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ କୌଣସି ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ…

କରୋନା କାଳରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର୍ ନେଇ କଂଗ୍ରେସର ଅଭିଯୋଗ, ତୁରନ୍ତ ତଦନ୍ତ ପାଇଁ ଦାବି

କଟକ: କରୋନା ମହାମାରୀ ସମୟରେ ମାସ୍କ, ସାନିଟାଇଜର, ସାବୁନ ଓ ସ୍ପ୍ରେ ମେସିନ କିଣାରେ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତୁରନ୍ତ ତଦନ୍ତ କରାଯାଉ ବୋଲି ଏକ ଦାବିପତ୍ର…