Latest Odisha News

BREAKING NEWS

ଏମସିଏଲରେ ଆର୍ଥିକ ଅନିୟମିତତା, ବଡ଼ ଅଧିକାରୀଙ୍କ ବିରୋଧରେ ସିବିଆଇର ତଦନ୍ତ

ସମ୍ବଲପୁର: 2020ରେ ମହାନଦୀ କୋଲଫିଲ୍ଡ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ସିବିଆଇ। ନିକଟରେ ଏକ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ଏମସିଏଲର କିଛି ବରିଷ୍ଠ ଅଧିକାରୀ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ, ବେଦାନ୍ତ ଲିମିଟେଡ୍, ଜିନ୍ଦଲ ଷ୍ଟିଲ୍, IFFCO ଏବଂ ବଲ୍ଲାରପୁର…

ଏମିତି ଏକ ମୋବାଇଲ: ଯାହାର ଉଚ୍ଚତା ୮ ଫୁଟ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା କାଁ ଭାଁଙ୍କ ଘରେ ଲ୍ୟାଣ୍ଡଲାଇନ୍ ଫୋନ ରହୁଥିଲା । ସମୟ ବଦଳିବା ସହ ଦୁନିଆକୁ ଆସିଲା ମୋବାଇଲ ଫୋନ । ଏହାର ଆକାର ଖୁବ୍ ଛୋଟ ହେବା ସହ ସୁନ୍ଦର ବି ଲାଗୁଥିଲା । କିଛି ଫୋଲ୍ଡିଂ ଫୋନ ମଧ୍ୟ ବଜାରକୁ ଆସିଲା । ପରେ ଧୀରେ ଧୀରେ ଏହି ଫୋନଗୁଡିକର ଆକାର ମଧ୍ୟ ବଢିିବାକୁ ଲାଗିଲା । ସ୍ମାର୍ଟ…

ଷ୍ଟକହୋମ ମସଜିଦ ନିକଟରେ କୁରାନ ଜାଳିବାକୁ ଅନୁମତି ଦେଲା ସ୍ୱୀଡେନ ପୋଲିସ

ଷ୍ଟକହୋମ: ସ୍ୱୀଡେନରେ ପୁନର୍ବାର କୁରାନ ଜାଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଏକ ବ୍ୟକ୍ତି ସ୍ୱୀଡେନ ପୋଲିସ ନିକଟରେ ଅନୁମତି ମାଗିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏ ନେଇ ଅନୁମତି ମିଳିସାରିଛି । ସେଂଟ୍ରାଲ ଷ୍ଟକହୋମ ନିକଟରେ ଥିବା ମସଜିଦ ନିକଟରେ ସେ କୁରାନ ଜାଳିବେ ବୋଲି…

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ…

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର…

୫ କୋଟି ଦକ୍ଷିଣ କୋରିଆ ଲୋକଙ୍କ ବୟସ ହଠାତ କମିଗଲା

ସିଓଲ: ଦକ୍ଷିଣ କୋରିଆର ୫କୋଟି ଲୋକଙ୍କ ବୟସ ବୁଧବାର ହଠାତ କମିଗଲା । ନୂତନ ନିୟମ ଅନୁସାରେ ସେମାନଙ୍କ ୧ ବର୍ଷ ବୟସ କମିଯାଇଛି । ନିକଟରେ ସରକାରଙ୍କ ପକ୍ଷରୁ ପରମ୍ପାରିକ ପଦ୍ଧତିକୁ ହଟାଇ ନୂତନ ବୟସ ନିୟମ ଲାଗୁ କରାଯିବା ପରେ ଏହା ହୋଇଛି । ଦକ୍ଷିଣ କୋରିଆରେ ଗୋଟିଏ ଶିଶୁ ଜନ୍ମ ହେବା ମାତ୍ରେ…

କୁନୋ ନ୍ୟାସନାଲ ପାର୍କରେ ଚିତା ଲଢେଇ; ମୁହାଁମୁହିଁ ହେଲେ ନାମିବ୍ୟା ଓ ଆଫ୍ରିକା ଚିତା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କର ମୁକ୍ତ ଜଙ୍ଗଲରେ ବୁଲୁଥିବା ଚିତାଙ୍କ ମଧ୍ୟରେ ଘମାଘମ୍ ଲଢ଼େଇ । ମୁହାଁମୁହିଁ ହୋଇଥିଲେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ଦଳ। ଦୁଇ ଚିତା ଦଳ ଲଢେଇରେ ଗାେଟିଏ ଚିତା ଆହତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପାର୍କର ଜଣେ ଅଧିକାରୀ ।…

୧୭ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ , ସଂସଦୀୟ କମିଟି ବୈଠକରେ ହୋଇପାରେ ଘୋଷଣା

ନୁଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି(CCPA)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଲେ ନାଥାନ ଲାୟନ

ମେଲବୋର୍ଣ୍ଣ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆର ସ୍ପିନର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପୂର୍ବରୁ ଆଲିଷ୍ଟର କୁକ(୧୫୯), ଆଲାନ ବର୍ଡର(୧୫୩), ମାର୍କ ୱ (୧୦୭), ସୁନୀଲ ଗାଭାସ୍କର…