Latest Odisha News

BREAKING NEWS

ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଗୁଳିକାଣ୍ଡ, ୪ ନିଖୋଜ

ଇମ୍ଫାଲ: ବିଷ୍ଣୁପୁର ଜିଲ୍ଲାରେ ବୁଧବାର ଏକ ଗୁଳିକାଣ୍ଡ ଘଟଣା ଘଟିବା ପରେ ମଣିପୁରରେ ପୁଣି ଥରେ ହିଂସା କାଣ୍ଡ ଘଟିଛି। ବିଷ୍ଣୁପୁର ଜିଲ୍ଲାର କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଛି। ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା ସେହି ଅଞ୍ଚଳ ନିକଟରେ ଅଦା…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆସିବେ ନାହିଁ କଂଗ୍ରେସ ନେତା, କହିଲେ ଆରଏସଏସ-ବିଜେପି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବରିଷ୍ଠ ନେତାମାନେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ…

କେଉଁ ଆଧାରରେ ମହାରାଷ୍ଟ୍ର ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଲେ?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାବାଚସ୍ପତି ରାହୁଲ ନର୍ଭେକର ବୁଧବାର ବିଧାୟକ ଅଯୋଗ୍ୟତା ମାମଲାରେ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଶୁଣାଇଛନ୍ତି। ଗତବର୍ଷ ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀକୁ ସରକାରୀ ଶିବସେନା ଦଳ ଭାବେ ମାନ୍ୟତା ଦେଇଥିଲେ। ସେହି ସମୟରେ ନିର୍ବାଚନ ଆୟୋଗ କେଉଁ ଆଧାରରେ ଏହି…

ମାଳଦ୍ୱୀପକୁ ବଏକଟ୍ କରିବାକୁ ଫିଲ୍ମ ନିର୍ମାତାମାନଙ୍କୁ FWICEର ଅପିଲ୍, ଲାକ୍ଷାଦ୍ୱୀପ ରେ ସୁଟିଂ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ (FWICE) ବୁଧବାର ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପରେ ଶୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ…

୪ ବର୍ଷର ପୁଅକୁ ମାରିବାକୁ ସିଇଓ ମା’ କଫ୍ ସିରଫ ଆଣିଥାଇପାରନ୍ତି: ପୋଲିସ

ପାଣାଜି: ୪ ବର୍ଷର ପୁଅର ମୃତଦେହକୁ ସୁଟକେସ୍ ରେ ନେଇ ଗୋଆରୁ ଫେରାର ହେଉଥିବା ବେଳେ ନାଟକୀୟ ଭାବେ ଗିରଫ ହୋଇଛନ୍ତି। ହତ୍ୟାର କାରଣ ଖୋଜା ଚାଲିଛି। ଏହି ହତ୍ୟାକାଣ୍ଡ ହଠାତ ଘଟିଛି ମା ଯୋଜନାବଦ୍ଧ ସେ ନେଇ ତଦନ୍ତ ଚାଲିଛି। ଏହାରି ଭିତରେ ପୋଲିସ କହିଛି, ଏଭଳି କିଛି ପ୍ରମାଣ ମିଳିଛି ତାହା…

ଭୋଜିରୁ ତୁମୁଳକାଣ୍ଡ, ଗୁଳିମାଡରେ ସମିତି ସଭ୍ୟ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଇଝୁଳି ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୋଜି ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏହି ଗୁଳିମାଡରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକ…

ଖଣି ଦୁର୍ନୀତି: ରୋହିତ କହିଲେ ନିର୍ବାଚନରେ ହାରିବା ଭୟରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ନେତା ରୋହିତ ପୂଜାରୀ। ଆଗାମୀ ନିର୍ବାଚନରେ ହାରିବା ଭୟରେ ସମ୍ବଲପୁର…

ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତିଜନକ ମନ୍ତବ୍ୟ, ବିଜେଡି ବିରୋଧରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛି। ବିଜେଡିଆଇଟି ସେଲ୍ ଦ୍ୱାରା ପରିଚାଳିତ ଏକ ଫେସ୍ ବୁକ୍ ହ୍ୟାଣ୍ଡେଲରେ…

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ଜନଶୁଣାଣି

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ାଠାରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ବୁଧବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ା, ଗୁଆଳି ଓ ବରପଡ଼ାଠାରେ ୨୪୧.୧୦…

ବିଧାୟକ ପ୍ରାର୍ଥୀ ନୁହେଁ ବରଂ ସାଂସଦ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଛି: ଜୁଏଲ ଓରାମ

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସାଂସଦ ଜୁଏଲ ଓରାମଙ୍କୁ ବିଜେପି କହିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଦଳର ଏହି ବରିଷ୍ଠ ଆଦିବାସୀ ନେତା କିନ୍ତୁ କହିଛନ୍ତି, ସୁନ୍ଦରଗଡ଼ରୁ ଶେଷ ଲୋକସଭା ନିର୍ବାଚନ ଲଢ଼ିବାକୁ ସେ ଇଚ୍ଛା ରଖିଛନ୍ତି। ଆଗାମୀ ନିର୍ବାଚନରେ…