Latest Odisha News

BREAKING NEWS

କାର ଓ ହାଇୱା ମୁହାଁମୁହିଁ ଧକ୍କା: ୨ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ସୁନ୍ଦରଗଡ଼:  ଲହୁଣିପଡ଼ା ଥାନା ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଜାତୀୟ ରାଜପଥର ସୁଖାବନ୍ଧ ଠାରେ…

ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ଚିକିତ୍ସା କରୁଥିଲେ, ଜଣାପଡ଼ିଲା ଦୁଇ ଜଣ ନକଲି ଡାକ୍ତର

ବଲାଙ୍ଗୀର: ନିଜର ଡାକ୍ତରୀ ଯୋଗ୍ୟତା ନଥାଇ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ସୁପ୍ରକାଶ ରାୟ ଓ ପବିତ୍ର ବିଶ୍ୱାସ ନାମକ ଏହି ଦୁଇ ବ୍ୟକ୍ତି ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ…

ମଣିପୁର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ, ତେଜିଲା ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ୩ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ ବିରେନ…

ନିଜେ ପଢୁଥିବା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ଭାବବିହୋଳ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ଜିଲ୍ଲାର ତାଲଚେରରେ ତାଙ୍କ ପିଲାଦିନର ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୨ ରୁ ୭୭ ପର୍ଯ୍ୟନ୍ତ…

ପୁଟିନଙ୍କ ସାମ୍ନାରେ ତିଷ୍ଠିପାରିଲାନି ଓ୍ବାଗନର ସେନାର ବିଦ୍ରୋହ, ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର

ମସ୍କୋ: ୱାଗନର୍ ଆର୍ମିର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରତ୍ୟାହାର କରିନେଇଛନ୍ତି। ପୁଟିନଙ୍କ ସାମ୍ନାରେ ବିଦ୍ରୋହ ଘୋଷଣା କରିବାର ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର ହୋଇଛି ବିଦ୍ରୋହ। ୟେଭେଗେନି ପ୍ରିଗୋଜିନ୍ ଏକ ବିବୃତ୍ତି…

ଟାଇମସ୍‍ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ-୨୦୨୩, ଭାରତର ଶ୍ରେଷ୍ଠ ୧୩ତମ ବିଶ୍ୱବିଦ୍ୟାଳୟ କିଟ୍‍

ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ର‌ାଙ୍କିଂ ୨୦୨୩ରେ କିଟ୍‍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ର‌ାଙ୍କିଂରେ ଉଲ୍ଲେଖନୀୟ…

ଏକାଠି ନଜର ଆସିଲେ ବିଜୟ ଓ ରଶ୍ମିକା : ପୁଣି ଡ଼େଟ୍ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏବେ ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ନିକଟରେ ଏକ ହୋଟେଲରେ ବିଜୟ ଓ ରଶ୍ମିକାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ…

ସାଫ ଚାମ୍ପିୟନଶିପ : ନେପାଳକୁ ହରାଇ ସେମିରେ ଭାରତ

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ସାଫ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଅନୁଷ୍ଠିତ ନେପାଳ ବିପକ୍ଷ ମ୍ୟାଚରେ ଭାରତ ୨-୦ ଗୋଲରେ ସହଜରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ।…

ଏମିତି ଏକ ଗାଁ; ଯେଉଁଠି ରହିଛି କୁକୁରର ସ୍ମାରକୀ, ପ୍ରତିଦିନ କରାଯାଏ ପୂଜା

ରାଜସ୍ଥାନ: ଅନେକ ପ୍ରକାରର ସ୍ମାରକୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ଏକ କୁକୁରର ଅଟେ । ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର…

କୋଟିପତି ଅଧିକାରୀ ଓ ଜିରୋ ଟଲେରାନ୍ସକୁ ନେଇ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ସଭା କରିବା ସହ ପ୍ରଶ୍ନ କରିଛନ୍ତି ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି…