ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ
କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି । ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ…