Latest Odisha News

BREAKING NEWS

ବିମାନରେ ସିଟରୁ କୁଶନ ଗାଏବ, ମହିଳା ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ବିମାନର ସିଟ୍‌ରୁ କୁଶନ ଗାଏବ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ନିକଟରେ ଇଣ୍ଡିଗୋ ବିମାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛିି । ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ପୁଣେରୁ ନାଗପୁର ଅଭିମୁଖେ ଇଣ୍ଡିଗୋ ବିମାନ…

କ୍ରିକେଟକୁ ନେଇ ଫିଲ୍ମ କରିବାକୁ ଚାହାଁନ୍ତି ଆୟୁଷ୍ମାନ

ମୁମ୍ବାଇ: କ୍ରିକେଟ ହେଉ ବା କ୍ରିକେଟରଙ୍କ ଉପରେ ଫିଲ୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ବଲିଉଡରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି । ତାଙ୍କର କ୍ରୀଡା ପ୍ରତି ରୁଚି ରହିଛି । ସେ କ୍ରିକେଟକୁ ବହୁତ ପସନ୍ଦ କରନ୍ତି । କ୍ରିକେଟ୍‌କୁ ସେ ବହୁତ ଆଗ୍ରହ ସହିତ…

ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଏବେ ଡିପ୍‌ଫେକ୍ ର ଶୀକାର ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ । ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ…

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି 'କୌନ୍ ବନେଗା କରୋଡ୍ ପତି'। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ।…

ବିଶ୍ୱର ବ୍ୟୟବହୁଳ ବିବାହ: ଖର୍ଚ୍ଚ ହୋଇଛି ୪୯୧ କୋଟି

ଯୁକ୍ତରାଷ୍ଟ୍ର ଆମେରିକାର ମାଡିଲେନ୍ ବ୍ରକ୍‌ୱେ ଓ ଜାକୋବ ଲାଗ୍ରୋନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ବିବାହକୁ ନେଇ । ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର…

ଶାହାଙ୍କୁ ଭେଟିଲେ ସାମି, କ୍ରିକେଟ ଛାଡ଼ି ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା

ମୁମ୍ବାଇ : କ୍ରିକେଟ ଛାଡ଼ି ରାଜନୀତିରେ ଯୋଗ ଦେବେ ବୋଲର ମହମ୍ମଦ ସାମି । ନିକଟରେ ସେ ଦିଲ୍ଲୀର ଏକ ଉତ୍ସବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଭାଜପାର ବରିଷ୍ଠ ନେତାଙ୍କ ସହ କିଛି ଫଟୋକୁ ନିଜେ ସୋସିଆଲ ମିଡ଼ିଆରେ ସେୟାର…

ଶାଢୀରେ ନଜର ଆସିଲେ ସବା, ବିବାହ ସରିଛି କି ପ୍ରଶ୍ନ କଲେ ପ୍ରଶଂସକ

ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ସମସ୍ତେ ଜାଣନ୍ତି । ସେମାନେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେବାକୁ ଚିନ୍ତା କରିବା କଥା ଅତୀତରେ ଚର୍ଚ୍ଚା ହେଉଥିଲା । ହ୍ରିତିକଙ୍କ…

୧୬ ଦିନ ହେଲା ଟନେଲ ଭିତରେ କେମିତି ଅଛନ୍ତି ଶ୍ରମିକ, ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୬ ଦିନ ହେଲା ଫସିଥିବା ୪୧ ଶ୍ରମିକ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନ୍‌ରେ ଉପୁଜିଛି ବାଧା ।…

ଅନୁଗୁଳ ପୋଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍, ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୋଲିସ…

୮୧ ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ;ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ: କୁଳପତି

ଭୁବନେଶ୍ବର: ଆଜି ୮୧ ବର୍ଷରେ ପଦାର୍ପଣ କଲା ଉତ୍କଳ ବିଶ୍ବବିଦ୍ୟାଳୟ । ଆଗାମୀ ୧୯ ବର୍ଷରେ ଅଧିକ ସଫଳତା ପାଇବ ଓ ପରିବର୍ତ୍ତନ ଧାରାରେ ସାମିଲ ହେବ । ଏହା ସହ ୧୦୦ ବର୍ଷ ପୂରଣ ଲାଗି ନିରନ୍ତର ପ୍ରତିବଦ୍ଧତା ଜାରି ରଖି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିବ । ଏହି ପ୍ରତିବଦ୍ଧତା…