ସ୍ମାର୍ଟଫୋନ୍ ଅଭ୍ୟାସ ଛଡ଼ାଇବାକୁ ମହିଳା ଘରେ ଆଣିଲେ ଏମିତି ନିୟମ, ଏଗ୍ରିମେଣ୍ଟ ପେପର୍ ହେଉଛି ଭାଇରାଲ୍
ନୂଆଦିଲ୍ଲୀ; ସ୍ମାର୍ଟଫୋନ୍ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଫୋନକୁ ନିଜ ହାତରେ ରଖିବାକୁ ପସନ୍ଦ କରିଥାନ୍ତି।
ପରିବାରର ସଦସ୍ୟଙ୍କର ଏହି ସ୍ମାର୍ଟଫୋନ୍ ଅଭ୍ୟାସକୁ ଛଡ଼ାଇବା…