Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ମିଳେ ବିଶ୍ୱର ସବୁଠୁ ଦାମୀ ପଙ୍ଗସ୍: ହୀରାଠୁ ଦାମିକା, ଚୀନରେ ଅଧିକ ଚାହିଦା

ନୂଆଦିଲ୍ଲୀ: ବହୁ ଶତାବ୍ଦୀ ଧରି ଭାରତକୁ ଏକ ଔଷଧୀୟ ଦେଶ ଭାବେ ସାରା ବିଶ୍ୱ ଜାଣେ। ଅନେକ ଗମ୍ଭୀର ରୋଗକୁ ଦୂର କରେ ଭାରତୀୟ ଔଷଧ। ଏହାସହିତ ଆରୋଗ୍ୟ ମଧ୍ୟ ହୁଅନ୍ତି। ଏହି କାରଣରୁ ସମଗ୍ର ବିଶ୍ୱ ଆମର ଆୟୁର୍ବେଦ ଉପରେ ଗବେଷଣା କରୁଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଦେଖୁଛି। କିନ୍ତୁ ଆପଣ…

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ…

କିଏ ସେ ହୈଦର? ହାଇଦ୍ରାବାଦର ନାଁ ହେବ ଭାଗ୍ୟନଗର: ଜି. କିଶାନ ରେଡ୍ଡୀ

ହାଇଦ୍ରାବାଦ: କିଏ ସେ ହୈଦର? ଆମେ ବଦଳେଇବୁ ହାଇଦ୍ରାବାଦର ନାଁ । ହାଇଦ୍ରାବାଦର ନାଁ ପରିବର୍ତ୍ତେ ଭାଗ୍ୟନଗର ରଖାଯିବ । ୟୁପି ସିଏମ ଆଦିତ୍ୟ ନାଥ ଯୋଗୀଙ୍କ ପରେ ସ୍ଥାନର ପୁନଃ ନାମକରଣ ନେଇ ଏମିତି କିଛି କହିଛନ୍ତି ବିଜେପି ସାଂସଦ ଜି. କିଶାନ ରେଡ୍ଡୀ । ରେଡ୍ଡୀ ଆଜି (ସୋମବାର)…

ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ୱାନ

ପାରାଦୀପ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ…

ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ, ବର୍ଷାରେ ଭିଜି ଭାଷଣଦେଲେ ଶରଦ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ ଶରଦ ପାୱାର । ରବିବାର ନାଭି ମୁମ୍ବାଇରେ ବର୍ଷାରେ ଭିଜି ଭାଷଣ ଦେଇଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ୨୦୧୯ ରେ ମହାରାଷ୍ଟ୍ର ନିର୍ବାଚନ ସମୟରେ ସତାରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ…

ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା ! ଓଡ଼ିଶା-ଆନ୍ଧ୍ର ଉପକୂଳ ଦେଇ ମୁହାଁଇବ

ଭୁବନେଶ୍ୱର:ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଇଲାକାରେ ସୃଷ୍ଟି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର ୧ ତାରିଖ ବେଳକୁ…

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ…

ଭିଜିଲାନ୍ସ ‘ଆଖି’ରେ ଚକ୍ଷୁ ଡାକ୍ତର

ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର  । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା ନେଉଥିଲେ । ଏହି…