ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
କଟକ: କଟକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ରବିବାର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକର ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅନେକ ଚିହ୍ନ ରହିଛି। ଦୁର୍ଗା ପୂଜା ଉତ୍ସବ ଚାଲିଥିବା ସମୟରେ ଏଭଳି ଘଟଣା ସମଗ୍ର ସହରରେ ଆତଙ୍କ ଖେଳାଇ ଦେଇଛି।…