Latest Odisha News

BREAKING NEWS

ଭାରତ-ଆମେରିକା ସମ୍ପର୍କ ମଜବୁତ ପଛରେ କମଲା ହାରିସଙ୍କ ଅବଦାନ ଅତୁଳନୀୟ: ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ହାରିସ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ଦ୍ୱାରା…

ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଶୁକ୍ରବାର କହିଛନ୍ତି ଯେ ସେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ଖୁବ୍ ଶୀଘ୍ର ଟ୍ରାନ୍ସଜେଣ୍ଡର ହେବାକୁ ଯାଉଛନ୍ତି। ଏଥିପାଇଁ ସେ ଯୌନ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ…

ଇଣ୍ଟରନେଟ ସ୍ପୀଡରେ ଭାରତର ଉନ୍ନତୀ, ବିଶ୍ବରେ କେତେ ନମ୍ବର ସ୍ଥାନରେ?

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରନେଟ୍ କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଛି। ଭାରତରେ ଇଣ୍ଟରନେଟ୍ କନେକ୍ସନର ଉନ୍ନତି ଆସୁଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ପ୍ରସଙ୍ଗରେ ଭାରତ ଆଉ ଏକ ବଡ଼ ସଫଳତା…

କୂଅ ଭିତରକୁ ଖସିପଡ଼ିଥିବା ୧୮ ମାସର ଛୋଟ ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ବଲାଙ୍ଗୀର : ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଲାଙ୍ଗୀରରେ ଏକ ଖୋଲା କୂଅ ଭିତରକୁ ଖସିପଡ଼ିଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପଦ୍ମପୁର ଗ୍ରାମର ଅଦ୍ୟାଶା ବିଶ୍ୱାଳ (୧୮ ମାସ) ନାମକ ଜଣେ ନାବାଳିକା ୩୦ ଫୁଟ…

ଫାଇଭ ଟି ସଚିବଙ୍କ ବିରୋଧରେ ବର୍ଷିଲେ ପିସିସି ସଭାପତି, ଇସ୍ତଫା ଦେବାକୁ କଲେ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଭି. କେ. ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯେଉଁ ଅଫିସର ମାନେ ୫-ଟି ସଚିବଙ୍କ ପରି ବିଜେଡି ଓ ବିଜେପିର ଦଳୀୟ କର୍ମୀଙ୍କ ଭଳି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ନିଜ ପଦରୁ ଇସ୍ତଫା…

ଦୁନିଆର ଏହି ସବୁ ସ୍ଥାନରେ ରହିବାକୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ଦେଶରେ ଚଳିବା ପାଇଁ ନିଜ ଆଡୁ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଦୁନିଆରେ ଏପରି କେତେକ ଅଂଚଳ ଅଛି ଯେଉଁଠାରେ ଚଳିବା ପାଇଁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା । ଅବଶ୍ୟ ଏହା ପଛରେ ସ୍ଥାନୀୟ ପ୍ରଶାସନର କେତେକ ସ୍ୱାର୍ଥ ଜଡିତ ରହିଛି । ସୁଇଜରଲାଣ୍ଡର ଆଲବାଇନେନରେ…

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  । ଜିଲ୍ଲା…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ରକ୍ଷା କରି ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ତ୍ରୟୋଦଶ ୱାର୍ଲ୍ଡ ଚାମ୍ବର ଅଫ୍ କଂଗ୍ରେସରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ । “ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ…

ବନ୍ଦ ହେଇଗଲା ଆଲିୟା, କ୍ୟାଟ୍ରିନା, ପ୍ରିୟଙ୍କାଙ୍କ ଜୀ ଲେ ଜରା ଫିଲ୍ମ

ମୁମ୍ବାଇ: ଫରଆନ ଅଖତାରଙ୍କ ଜୀ ଲେ ଜରା ଫିଲ୍ମର ଶୁଟିଂ ହେବାରେ ବିଳମ୍ବ ହେବାରୁ ଶେଷରେ ଏହାକୁ ବନ୍ଦ କରି ଦିଆଯାଇଛି । ବଲିଉଡର ୩ ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଆଗ୍ରହ ଥିଲା । ମାତ୍ର ବ୍ୟସ୍ତବହୂଳ…