ରାତି ପାହିଲେ ଐତିହାସିକ କଟକ ବାଲିଯାତ୍ରା; ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍ ଫିସ୍ ଟନେଲ
କଟକ: ରାତି ପାହିଲେ ମହାନଦୀର ବିସ୍ତିର୍ଣ୍ଣ ବାଲି ଶଯ୍ୟାରେ ଆରମ୍ଭ ହେଵ ଐତିହାସିକ କଟକ ବିଲିଯାତ୍ରା । ଏହି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାକୁ ଚାତକ ଭାବେ ଚାହିଁ ରହିଛନ୍ତି ଲୋକେ । କାରଣ ଏହି ମେଳାରେ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନର ଭରପୁର ମଜାନେଇଥାନ୍ତି ଲୋକେ…