Latest Odisha News

BREAKING NEWS

ଶାହରୁଖଙ୍କ ଘର ସାମ୍ନାରୁ ଚୋରି ହୋଇଥିଲା ୩୦ ମୋବାଇଲ, ଜବତ ହେଲା ୯ ମୋବାଇଲ୍

ମୁମ୍ବାଇ: ଗତ ୨ ତାରିଖରେ ଶାହରୁଖ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ ଜମିଥିଲା । ଏହି ଭିଡ଼ ମଧ୍ୟରେ କିଙ୍ଗ୍ ଖାନ୍‌ଙ୍କ ପ୍ରଶଂସକମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଫୋନ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବାନ୍ଦ୍ରା ପୋଲିସ…

ଶୋଇଥିବାବେଳେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ! ତଦନ୍ତ ଜାରି

ଅନୁଗୁଳ: ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଲେଡିଜ ହଷ୍ଟେଲରେ ଅଭାବନୀୟ କାଣ୍ଡ । ଜଣେ ଛାତ୍ରୀଙ୍କ ତଣ୍ଟି ତାଙ୍କ ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି…

ଇଂଲଣ୍ଡକୁ ୩୩ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡକୁ ୩୩ରନରେ ଅଷ୍ଟ୍ରେଲିଆ ପରାସ୍ତ କରିଛି । ୨୮୭ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା । ଡାୱିଡ ମାଲାନ ୫୦, ବେନ ଷ୍ଟୋକ୍ସ ୬୪ ଓ କ୍ରିସ ୱକସ ୩୨ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳକୁ ବିଜୟୀ…

ଆରମ୍ଭ ହେଲା ଅମିର ଖାଁଙ୍କ ଝିଅଙ୍କ ପ୍ରି ୱେଡିଂ ଫଙ୍କସନ

ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁଙ୍କ ଝିଅ ଇରା ଖାଁଙ୍କ ବିବାହ ଖୁବଶୀଘ୍ର ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛନ୍ତି । ଇରା ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ଇରାଙ୍କ ପ୍ରି ୱେଡିଂ ସେରିମନି ଆରମ୍ଭ ହୋଇଛି । ଶୁକ୍ରବାର ଇରା ଖାଁ ଏବଂ ତାଙ୍କ…

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସଚେତନତା ରଥ ଶୁଭାରମ୍ଭ

ଭୁବନେଶ୍ୱର: ରାଜଧାନୀ ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ…

ଏଲ୍‌ଭିଶଙ୍କୁ ଉଠାଇ ନେଲା ପୋଲିସ, ପଚରାଉଚରା ପରେ ଛାଡ଼ିଲା

ଜୟପୁର: ୟୁଟ୍ୟୁବର ତଥା ବିଗ୍‌ବସ୍ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ଉଠାଇ ନେଇଛି । ଦୀର୍ଘ ସମୟ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ିଦେଇଛି । ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ,…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ୨ ଯୁବକ ଗିରଫ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି। ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ…

ସବୁଠାରୁ ବଡ଼ କୁକୁର, ବର୍ଷକୁ ୪ ଲକ୍ଷ ଟଙ୍କାର ମାଂସ ଖାଏ

ଲଣ୍ଡନ: ସାଧାରଣତଃ ଲୋକେ ଘରେ କୁକୁର ରଖିବାକୁ ପସନ୍ଦ କରୁଛନ୍ତି । ସେଥିଲାଗି ସେମାନେ ବିଭିନ୍ନ ପ୍ରଜାତିର କୁକୁର ରଖିଥାନ୍ତି । ଆଉ ତାର ଯତ୍ନ ବି ନିଅନ୍ତି । ନିକଟରେ ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ଯାହା ଏକ ଶିଶୁ ହାତୀ ଭଳି ଦେଖାଯାଉଛି । ଆମେରିକାର…

ସୁଲତାନ ଜୋହର କପ ହକି: ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ସୁଲତାନ ଜୋହର କପ ଜୁନିୟର ହକିରେ ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ ୩ଟି ଲେଖାଁଏ ଗୋଲ ସ୍କୋର…

କେଉଁ କାରଣ ପାଇଁ ହଠାତ୍ ପୋଲିସ ମୁଖ୍ୟାଳୟକୁ ବଦଳିଲେ ମୟୂରଭଞ୍ଜ ଏସପି?

ଭୁବନେଶ୍ୱର: ନବରଙ୍ଗପୁର ଏବଂ ମୟୂରଭଞ୍ଜ ଏସପି ବଦଳିଲେ। ଏହି ଦୁଇ ସ୍ଥାନରେ ସାମାନ୍ୟ ଅଦଳବଦଳ କରି ଓଡ଼ିଶା ସରକାର ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ଶନିବାର ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନର ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କୁ ରାଜ୍ୟ…