ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ-‘ଏପରି ମାନସିକତା ପାଇଁ ଆମ ପାଖରେ କେବଳ ସହାନଭୂତି ଅଛି’
ନୂଆଦିଲ୍ଲୀ: ଜାତିସଂଘରେ ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ । ପାକିସ୍ତାନ ସ୍ଥାୟୀ ସଦସ୍ୟଙ୍କ ଭାରତ ବିରେଧୀ ବକ୍ତବ୍ୟ ଉପରେ କଡ ଟୀପ୍ପଣୀ ଶୁଣାଇଛି ଭାରତ । ଜାତିସଂଘର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ପାକିସ୍ତାନକୁ ତାହାର ଅଜ୍ଞାନ ମାନସିକତା ଏବଂ ଶାନ୍ତିର ସଂସ୍କୃତି ବୁଝିବାରେ…