ଚଳିତବର୍ଷ ପିତାମାତା ହୋଇଛନ୍ତି ଏହି ସେଲିବ୍ରେଟି
ମୁମ୍ବାଇ : ବିଦାୟ ନେବ ୨୦୨୩ ଆଉ ପାଦ ଥାପିବ ୨୦୨୪ । ବର୍ଷ ସରିବାକୁ ହାତରେ ଆଉ ମାତ୍ର କିଛିଟା ଦିନ । ଆସନ୍ତୁ ଆଜି ଆଲୋଚନା କରିବା ଚଳିତବର୍ଷ ପିତାମାତା ହୋଇଥିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ । ଯଦି ଦେଖିବା ଏହି ତାଲିକାର ପ୍ରଥମରେ ରହିଛନ୍ତି ଗୌହର ଖାନ୍ ଏବଂ ଜୈଦ ଦରବାର ।…