କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି : ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ
ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଭଳି ପରିସ୍ଥିତିରେ ଜଣେ…