ଜୁନ ୧୬ରୁ ତିନି ମାସ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ଯ
ମୟୂରଭଞ୍ଜ: ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୨୩ ଜୁନ୍ ୧୬ରୁ ସେପ୍ଟେମ୍ବର ୧୫ ଯାଏ ତିନି ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ପାର୍କକୁ ମୌସୁମୀ ଋତୁ ପୂର୍ବରୁ ବନ୍ଦ କରିଦିଆଯିବ।
ବର୍ଷା ଋତୁର ବିପଦରୁ…