ରାମ ମନ୍ଦିରକୁ ପେଣ୍ଟେଟ ଓ୍ବାର୍ଲଡ କ୍ଲକ୍ ଦେଲେ ପରିବା ବ୍ୟବସାୟୀ, ଏକା ସାଙ୍ଗରେ ଦେଖାଇବ ୯ ଟି ଦେଶର ସମୟ
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତ୍ତାବରଣ ରହିଛି । ସମସ୍ତେ ନିଜ ନିଜସାମର୍ଥ୍ୟ ହିସାବରେ ରାମ ଲାଲାଙ୍କ ପାଇଁ କିଛି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌ ର ଜଣେ ପରିବା ବ୍ୟବସାୟୀ ଅନିଲ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ…