Latest Odisha News

BREAKING NEWS

ଅଳତା ଲଗାଇବା ବେଳେ ମାନନ୍ତୁ ଏହି ସବୁ କଥା, ନଚେତ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଆମ ହିନ୍ଦୁ ପରମ୍ପରାରେ ଅଳତାର ବିଶେଷ ମହତ୍ତ୍ଵ ରହିଛି । ଯେକୌଣସି ବି ପୂଜା ପର୍ବ ହେଉ କିମ୍ବା ଶୁଭ ଦିନ ମହିଳା ମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା କେବଳ ମହିଳାଙ୍କ ପାଦର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହିଳାଙ୍କ ପାଦରେ ଅଳତା…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଏହି ମହୋତ୍ସବର…

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ ।  ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି  କିମ୍ସର ଡାକ୍ତରୀ ଟିମ ।  ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।  କିମ୍ସ  ସୁପର ସ୍ପେଶାଲିଟି ହସ୍ପିଟାଲର…

ଦିଲ୍ଲୀ ମେଟ୍ରୋରେ ଥମୁନି ଅଶ୍ଲୀଳତା, ପ୍ରେମୀ ଯୁଗଳଙ୍କ କାରନାମା ଦେଖି ଲୋକେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ଟ୍ରାଫିକକୁ ହ୍ରାସ କରିବା ଏବଂ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୪ ଡିସେମ୍ବର ୨୦୦୨ ମସିହାରେ, ପ୍ରଥମ ଥର ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । କିଏ ଜାଣିଥିଲା ​​ଯେ ଦିନେ ଏହି ମେଟ୍ରୋ ଲୋକମାନଙ୍କ ପାଇଁ ଅଶ୍ଳୀଳତାର କେନ୍ଦ୍ର ଭାବେ ପରିଣତ ହେବ ।…

ରୋଗୀ ଦେହରେ ଭୁଲ ରକ୍ତ ଚଢାଇଲେ ଡାକ୍ତର, ଯାଞ୍ଚ ପରେ ଜଣାପଡିଲା ସତ

ଗଜପତି: ଡାକ୍ତରଙ୍କ ଭୁଲ ପାଇଁ ଚାଲିଯାଇଥାନ୍ତା ରୋଗୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ରୋଗୀ । ରୋଗୀଙ୍କ ବ୍ଲଡ୍ ଗ୍ରୁପ B ପଜିଟିଭ ହୋଇଥିବା ବେଳେ ଡାକ୍ତର ଜଣଙ୍କ ରୋଗୀଙ୍କୁ O ପଜିଟିଭ ବ୍ଲଡ୍ ଚଢାଇଥିଲେ । ଯଦ୍ଵାରା ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ…

ବିଗ୍ ବି ଙ୍କୁ ବିଶ୍ବକପ ଫାଇନାଲ ମ୍ୟାଚ ଦେଖିବାକୁ କାହିଁକି ମନା କଲେ ଫ୍ୟାନ୍ସ? ପଢନ୍ତୁ ସମ୍ପୂର୍ଣ୍ଣ ଖବର…

ମୁମ୍ବାଇ : ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ଭାରତ ୧୯ତାରିଖରେ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଦେଖିବା ପାଇଁ ସାରା ବିଶ୍ବ ଚାତକ ଭାବେ ଚାହିଁ ବସିଥିବା ବେଳେ…

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଓଡିଆ ସାଧବ ପୁଅର ବୋଇତ

ଭୁବନେଶ୍ୱର: ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରାଚୀନ ଉତ୍କଳୀୟ…

ଜରୁରୀ ମୋବାଇଲ ଆପ୍, ସ୍କାନ କରି କହିଦବ ଖାଦ୍ୟରେ ଅଛି କି ନାହିଁ କୀଟାଣୁ

ନୂଆଦିଲ୍ଲୀ: କେବଳ ସ୍ମାର୍ଟଫୋନ୍ ନୁହେଁ ମୋବାଇଲ୍ ଆପ୍ ମଧ୍ୟ ବର୍ତ୍ତମାନ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ହୋଇପାରିଛି। ଅପଗ୍ରେଡ୍ ବୈଶିଷ୍ଟ୍ୟ ସହିତ ଆସୁଥିବା ଆପଗୁଡ଼ିକ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରୁଛି। ଆପଣ ଜାଣନ୍ତି କି ବଜାରରେ ଏପରି ଏକ ମୋବାଇଲ୍ ଆପ୍ ଅଛି ଯାହା…

ବ୍ରାଉନସୁଗାର ବେପାର କରି ଗିରଫ ହେଲେ ଦାନ୍ତ ଡାକ୍ତର, ଜବତ ହେଲା ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ସହ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏଥି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ…