ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ଲକ୍ଷ୍ୟ
କୋଲକାତା:ଇର୍ଡେନ୍ ଗାର୍ଡେନ୍ରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍ର ଲକ୍ଷ୍ୟ ମିଳିଛି । ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ୧୧୬ଟି ବଲ୍ ସାମ୍ନା କରି ୮ଟି…