ପିଙ୍କ ଶାଢୀ, କଳା ଚଷମା ଆଉ ହାତରେ ଇଭିଏମ.. ନିର୍ବାଚନରେ ଗ୍ଲାମରର ତଡକା ଲଗାଇଲେ ଲେଡି ଅଫିସର
ନୂଆଦିଲ୍ଲୀ: ରାତି ପାହିଲେ ମଧ୍ୟପ୍ରଦେଶ ନିର୍ବାଚନ । ଇଭିଏମ ଧରି ପୋଲିଂ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଗଲେଣି । ତେବେ ମଧ୍ୟପ୍ରଦେଶର ଖରଗୋନର ଏକ ପୋଲିଂ ବୁଥକୁ ଆସିଥିବା ଏହି ମହିଳା କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।…