Latest Odisha News

BREAKING NEWS

ଲେହେଙ୍ଗା ବଦଳରେ ଅଲଟ୍ରାମାନ ସୁଟ୍‌ ପିନ୍ଧିଲେ କନ୍ୟା : ଲୋକେ ଦେଖି ଆଶ୍ଚର୍ଯ୍ୟ

ଚୀନ: ସମସ୍ତଙ୍କ ଜୀବନରେ ବିବାହ ଏକ ବିଶେଷ ମୁହୂର୍ତ୍ତ । ତେଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ଚାହିଁଥାନ୍ତି । ନିଜର ବିବାହର ସମସ୍ତ ମୁହୂର୍ତ୍ତକୁ ସ୍ମୃତି କରିରଖିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏବେ ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏମିତି…

୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, ପଞ୍ଚାନନ କାନୁନଗୋ ମାନିଫେଷ୍ଟୋ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବା ଲାଗି ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ସଭାପତି ଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା…

ପାକିସ୍ତାନ ଖେଳାଳିଙ୍କ ଚାଂଚଲ୍ୟକର ଖୁଲାସା, ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ କରିଛି ବଲ ଟ୍ୟାମ୍ପରିଂ

ଲଣ୍ଡନ: ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଟିମ ଇଣ୍ଡିଆ ବିପଦରେ ପଡିଛି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବୋଲର ବଲ ଟ୍ୟାମ୍ପିରିଂ କରିଥିବା ପାକିସ୍ତାନର ପୂର୍ବତନ ଖେଳାଳି ବାସିତ ଅଲୀ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି । ମ୍ୟାଚର…

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା…

ରାହାନେଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଫଲୋଅନ ଏଡାଇଲା ଭାରତ

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟଶିପ ଫାଇନାଲର ତୃତୀୟ ଦିବସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରି ୧୭୫ ରନରେ ପଛୁଆ ରହିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଜିଙ୍କ୍ୟ…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ବାଣ୍ଟିବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛି । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାର ଟିକେଟ ମାଗଣାରେ ବଣ୍ଟନ କରିବେ । ଏହି ଟିକେଟସବୁ ତେଲେଙ୍ଗାନାରେ…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

ସ୍ୱାମୀଙ୍କୁ ପସନ୍ଦ ହେଲାନି ପୁଚୁକା ଗାଲ: ସ୍ତ୍ରୀ ଏମିତି କରି ବସିଲେ,ଏବେ ଯିଏ ଦେଖୁଛି ସେ ଡ଼ରୁଛି

ୠଷ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ଆଉ ସେମାନଙ୍କର ନିଜର ପସନ୍ଦ ଏବଂ ନାପସନ୍ଦ ବି ଅଛି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଅନୁସାରେ ରହୁ । ଏଥିପାଇଁ କାହାର ଶରୀର ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଚିତ୍ ନୁହେଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ…