Latest Odisha News

BREAKING NEWS

ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି: ୨୦୩୦ ସୁଦ୍ଧା ସତ୍ତା ହରାଇବ ‘ସମର-ସି- ଆଇସ୍‌’

ୱାଶିଂଟନ: ପ୍ରକୃତିର ନିର୍ଦ୍ଧିଷ୍ଟ ନିୟମ ରହିଛି,ଯାହା ହଜାର ହଜାର ବର୍ଷ ଧରି ଅନୁସୃତ ହୋଇ ଆସୁଛି । କିନ୍ତୁ ବିଶ୍ୱରେ ଅହେତୁକ ତାପମାତ୍ରା ବୃଦ୍ଧି କାରଣରୁ ବିଶ୍ୱ ପରିବେଶରେ ଏବେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସଦ୍ୟତମ ତଥ୍ୟ ଅନୁସାରେ, କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି କାରଣରୁ ଏବେ…

ମାଧୁରୀ ଦୀକ୍ଷିତ୍ ମୋ ନାଁ ଜାଣିଛନ୍ତି,ଏହା ମୋ ପାଇଁ ଖୁସିର କଥା ବୋଲିି କହିଲେ ପୂଜା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିଲା ସଲମାନ ଖାନ୍‌ଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ । ଏଥିରେ ସଲମାନଙ୍କ ନାୟିକା ସାଜିଥିଲେ ସାଉଥ୍ ଅଭିନେତ୍ରୀ ପୂଜା ହେଗ୍‌ଡ଼େ । ଏହି ଫିଲ୍ମରେ ଅଭିନୟ କରିବା ପରେ ପୂଜାଙ୍କ ଚାହିଦା ଖୁବ୍ ବଢିଯାଇଛି । କେବଳ ସେତିକି ନୁହେଁ, ତାଙ୍କ…

ଅଧା କିଲୋ ମଇଦାରେ ତିଆରି ହୁଏ ଗୋଟେ ରୁଟି,ଲୋକେ ଖାଇବାକୁ ଡ଼ରନ୍ତି

ରାଜସ୍ଥାନ:ସାଧାରଣତଃ ରୁଟି ୬ ରୁ ୭ ଇଞ୍ଚର ହୋଇଥାଏ । ଏହି ଆକାରର ତିନି କିମ୍ବା ଚାରିଟି ରୋଟି ଲୋକେ ଖାଇଥାନ୍ତି । କିନ୍ତୁ ଏପରି ଏକ ରୁଟି ଅଛି ଯାହାକୁ ଜଣେ ବ୍ୟକ୍ତି ଖାଇବା ପୂର୍ବରୁ ଚିନ୍ତା କରିବେ ଯେ, କିପରି ଏହାକୁ ସମ୍ପୂର୍ଣ୍ଣ ଶେଷ କରିବେ । ଏହା ହେଉଛି ରାଜସ୍ଥାନର ସବୁଠାରୁ ବଡ ରୋଟି…

ଟ୍ରେନ ଦୁର୍ଘଟଣା: ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌, ଜାରି କଲେ ହେଲପ୍‌ଲାଇନ୍ ନମ୍ବର

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ । ଏବେ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟ ଓ…

ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀ ଆୟାରଙ୍କ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ୪ଥର ଶ୍ରେଷ୍ଠ ଆଙ୍କର ପୁରସ୍କାର ପାଇଛନ୍ତି । ନ୍ୟୁଜ ଆଙ୍କର ବ୍ୟତୀତ ସେ ଏ ଡେଟ ୱିଥ ୟୁର ସଂଚାଳକ ମଧ୍ୟ ଥିଲେ ।…

୧୮ ବର୍ଷରୁ କମ ବାଳିକା ରଗବୀ : ମହାରାଷ୍ଟ୍ରକୁ ହରାଇ ଓଡିଶା ଚାମ୍ପିୟନ

ପୁଣେ: ଓଡିଶା ୧୮ ବର୍ଷରୁ କମ ବାଳିକା ଜାତୀୟ ରଗବୀ ୭ ଚାମ୍ପିୟନଶିପରେ ବାଜି ମାରିଛି । ଫାଇନାଲରେ ଓଡିଶା ୫୨-୦ରେ ମହାରାଷ୍ଟ୍ରକୁ ହରାଇ ଚାମ୍ପିୟନ ହୋଇଛି । ୨୭ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗତ ସଂସ୍କରଣରେ ଓଡିଶା ରନର୍ସଅପ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ…

ବାଘ ସହିତ ଭିଡ଼ିଓ କରିବାର ନିଶା ଛାଡ଼ିଗଲା ଯୁବତୀଙ୍କର: କଲା ଆକ୍ରମଣ

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ବାଘ ସହ ଭିଡ଼ିଓ କରିବାକୁ ଯାଇ ପରିଣତି…

ତିରୁପତିରେ ବିବାହ କରିବେ ପ୍ରଭାସ: କିଏ ହେବେ ତାଙ୍କ କନ୍ୟା

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ସାଉଥ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ପ୍ରଭାସଙ୍କର ଅଭିନେତ୍ରୀ କ୍ରିତି ସାନନଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଗୁଜବକୁ ପ୍ରଭାସ ନିଜେ ଖଣ୍ଡନ କରିଥିଲେ । ହେଲେ ଏବେ ସେ ତାଙ୍କ…

ଅବସରରୁ ଓହରିଲେ ମୋଇନ ଅଲୀ, ଆଶେସ ଟିମରେ ସାମିଲ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ…

ଯାଜପୁରରେ ଖଣି ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଏକ ବେଆଇନ ପଥର ଖାଦାନରେ ଦୁଇ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଲୋକାୟୁକ୍ତ ନିଜଆଡୁ ଗ୍ରହଣ କରି ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଓ୍ୱାଙ୍କୁ ଦୁଇ ମାସ ମଧ୍ୟରେ…