ନାଟମଣ୍ଡପ ମରାମତି ମାମଲା: ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ନିଷ୍ପତ୍ତି
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନାଟମଣ୍ଡପ ମରାମତି କାର୍ଯ୍ୟକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆଇଆଇଟି ଚେନ୍ନାଇରୁ ଆସିଥିବା ପ୍ଲାନ୍ ଓ ଡିଜାଇନ୍ କୁ ଅନୁଧ୍ୟାନ କରି ମରାମତି ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏନେଇ ଆଜି ବୈଠକ ପରେ ବୈଷୟିକ ଟିମ୍ ସ୍ଥିତି ଯାଞ୍ଚ…