ପୋକ ଖାଇଗଲେ ଫସଲ; ଦୁଃଖରେ କୀଟନାଶକ ପିଇ ଜୀବନ ହାରିଲେ ଚାଷୀ
ବଲାଙ୍ଗିର :ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା । ଫସଲ ନଷ୍ଟ ହେବା ଦେଖି କୀଟନାଶକ ପିଇଦେଲେ ଚାଷୀ । ମିଳିଥିବା ସୂଚନା ଅନୁସାରେ,ପୁଇଁତଳା ବ୍ଲକ ବୁବେଲ ଗାଁରେ ଘଟିଛି ଏହି ଦୁଃଖଦାୟକ ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ବିଶୋଇ ଓ ତାଙ୍କ ବୟସ ୫୦ ବର୍ଷ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରମେଶ…