ବଦଳିବ ଅପରାଧର ସଂଜ୍ଞା: ନଜର ପକାନ୍ତୁ, ଛିନତାଇ, ଗଣ ଦୁଷ୍କର୍ମ ଓ ଭିଡ ହିଂସାର ଦଣ୍ଡବିଧାନ କ’ଣ ରହିଛି?
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନିଟି ବିଲ୍ ଉପରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଏହାକୁ ୧୫୦ ବର୍ଷର ପରାଧୀନତାର ମାନସିକତାରୁ ବାହାରିବା ବୋଲି କହିଛନ୍ତି। ଏହି ତିନିଟି ନୂଆ ଆଇନ ବିଲ୍ ପାସ୍ ହେବା ପରେ ଅନେକ ବିଭାଗରେ ଗୁରୁତ୍ୱପୂର୍ଣ୍ଣ…