୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ କରି ବିଶ୍ୱ ରେକର୍ଡ଼
କାନାଡ଼ା: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏବେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏପରି ସ୍ଥିତିରେ କାନାଡ଼ାର ଜଣେ ଯୁବକ ପରିବେଶ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି । ସେ ୨୪ ଘଣ୍ଟାରେ ୨୩ ହଜାର ଚାରା…