Latest Odisha News

BREAKING NEWS

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ନୌସେନା ଅଧିକାରୀକୁ ବଞ୍ଚାଇପାରିବେ କି ମୋଦୀ ସରକାର?

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଭାରତ ସରକାର କହିଛନ୍ତି ଯେ ପ୍ରତ୍ୟେକ ଆଇନଗତ ବିକଳ୍ପ ମାଧ୍ୟମରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବ। ଏହି ଆଠ ଜଣ ଭାରତୀୟ ଗତ ବର୍ଷ…

ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ପୁରୀ: ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଆଜି ପ୍ରଥମ ଥର ପାଇଁ ଭୋର ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।…

ବାହାନଗା ଟ୍ରେନ ଦୁର୍ଘଟଣା: ନିଲାମ ହେଲା କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି

ଭୁବନେଶ୍ୱର: ନିଲାମ ହେଲା ବାଲେଶ୍ୱର ଟ୍ରିପଲ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟ ନିର୍ଦ୍ଦେଶ ମିଳିବା ପରେ ଏହି କୋଚ ଓ ଇଞ୍ଜିନିର ନିଲାମ କରାଯାଇଛି । ଗତ ଜୁନ ୨ ତାରିଖରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା ବାଲେଶ୍ୱର…

ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି, ନରସିଂହ କହିଲେ ମନୋଜଙ୍କୁ ବାସନ୍ଦ କରିବା ଠିକ୍ ନୁହଁ

ବଲାଙ୍ଗୀର: ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି । ମନୋଜ ମିଶ୍ରଙ୍କୁ ଓଲିଉଡ ପ୍ରଯୋଜକ ସଂଘ ଦୁଇ ବର୍ଷ ବାସନ୍ଦ କରିବା ପରେ ଏବେ ପଶ୍ଟିମଓଡ଼ିଶାରେ ଏହାକୁ ବିରୋଧ କରାଯାଉଛି। ଏମିତିକି ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ବଲାଙ୍ଗୀରରେ ଦାହ କରାଯାଇଛି। ଏପରି ସ୍ଥିତିରେ ବଲାଙ୍ଗୀର…

କବିତା : ତୁମେ କ’ଣ ମୋର

ସଂଘମିତ୍ରା ରାଏଗୁରୁ  ଧାରେ ଆଶା ବର୍ଷା ହେଲାପରେ ଫର୍ଚ୍ଚା ଦିଶେ ଆକାଶ କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ କେବେ ତରଲୁଥିବା ଆଖିରେ ପୃଥିବୀଟେ ଝାସ ଦେବାକୁ ବାଧ୍ୟ ତଥାପି ଥାପିବାକୁ ପଡେ ଭରସାର ପାଦ ପ୍ରତିଟି ରାସ୍ତାରେ ଭରସାକୁ ଆଖି ମୁଦି ଭରସା କରିବା ମରିଯାଇପାରେ…

ଇସ୍ରାଏଲ-ହମାସ ଯୁଦ୍ଧ: ଧ୍ୱଂସସ୍ତୁପ ତଳୁ ବାହାରିଲା ମହିଳାଙ୍କ ଶବ;କୋଳରେ ଥିଲା ରକ୍ତାକ୍ତ ଶିଶୁର ମୃତଦେହ

ଗାଜା: ଧ୍ୱଂସ ସ୍ତୁପ ପାଲଟିଛି ଗାଜା । ଉଜୁଡା ଘର.ଆର୍ତ୍ତ ଚିତ୍କାର । ଏ ଦୃଶ୍ୟ,ଏ ଶବ୍ଦ ହୃଦୟ ଥରାଇ ଦେଉଛି । ତାରି ଭିତରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ୱଂସ ସ୍ତୁପ ତଳୁ ବାହାରୁଛି ମୃତଦେହ । ଉଦ୍ଧାରକାରୀ ଟିମ ଲୁହ ଆଉ କୋହକୁ ଚାପି କର୍ତ୍ତବ୍ୟରେ ଲାଗିଛନ୍ତି । ହେଲେ ଏ ଦୃଶ୍ୟ…

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ସଚେତନତା ଅଭିଯାନ ଆରମ୍ଭ କରାଯଇଛି । ସେହି ପରିପ୍ରେକ୍ଷୀରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କୌଣସି ଅଶ୍ଲୀଳ ଆଚରଣ କରିବା ନିଷେଧ ବୋଲି ଆମେ ଆଲୋଚନା କଲେ। ମୂଳ କଥା ହେଲା ଯଦି ଭକ୍ତଟିଏ ନିଜର ଭକ୍ତି ଭାବ ଓ ମାର୍ଜିତ ବ୍ୟବହାର ନେଇ…

ଆଜି କୁମାର ପୂର୍ଣ୍ଣିମା: ସକାଳୁ ସକାଳୁ ଆଞ୍ଜୁଳି ଟେକା,ଅପରାହ୍ନରେ ଚାନ୍ଦ ପୂଜା

ଭୁବନେଶ୍ୱର: ଆଜି କୁମାର ପୂର୍ଣ୍ଣିମା । କୁମାରୀଙ୍କ ହସ ଉଲ୍ଲାସରେ ପୂରି ଉଠିବ ଘରଅଗଣା । ସାରା ଦିନ ଯେମିତି ଏକ ମହୋତ୍ସବର ଦିନ । ସକାଳୁସକାଳୁ ଗାଧୋଇ ନୂଆ ପୋଷାକ ପିନ୍ଧି ଆଞ୍ଜୁଳା ଟେକିବେ କୁଆଁରୀ ଝିଅମାନେ । ସନ୍ଧ୍ୟାରେ ତୁଳସୀ ଚଉରାମୂଳେ ଚନ୍ଦ୍ରପୂଜା । ଓଡ଼ିଶାର ଏକ ସ୍ୱତନ୍ତ୍ର…

ହସପିଟାଲରେ ଭର୍ତ୍ତିି ହେଲେ ହିନା, ଫଟୋ କଲେ ସେୟାର

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ଥିବା ସମୟର ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ତାଙ୍କ…