Latest Odisha News

BREAKING NEWS

ବାହାନଗା ସିଗନାଲ ଓ କଣ୍ଟ୍ରୋଲ ରୁମର ଅନୁଧ୍ୟାନ କଲେ ରେଲଓ୍ବେ ସେଫଟି କମିଶନର

ବାହାନଗା : ବାଲେଶ୍ୱର ବାହାନଗାରେ ଘଟିଥିବା ବିଧ୍ବଂସୀ ଟ୍ରେନ୍ ଦୁର୍ଘଟଣାର ୩ ଦିନ ପରେ ଆଜି ସକାଳେ ରେଳ ସୁରକ୍ଷା କମିଶନର ଶୈଳେଶ କୁମାର ପାଠକ ନିରପେକ୍ଷ ତଦନ୍ତର ଅଂଶବିଶେଷ ସ୍ୱରୂପ ସୋମବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର କାରଣ ଖୋଜିଛନ୍ତି। ବାହାନଗା ଠାରେ ପହଞ୍ଚିବା ପରେ ପାଠକ…

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ଏକ ସ୍ପର୍ଶକାତର…

ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା, ବସ ଧକ୍କାରେ ଚାଲିଗଲା ତିନି ଜୀବନ

ପୁରୀ: ଭୋଜି ଖାଇ ଫେରିବା ବେଳେ ଅଘଟଣ। ପୁରୀ ଜିଲ୍ଲାର ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ବୋଲି ଜଣାପଡ଼ିଛି।…

ନିଆରା ଢଙ୍ଗରେ ଯୋଗ ଦିବସ ପାଳନ: ମଦ ପିଇ ପିିଇ କରାଯାଏ ଯୋଗ

ଡ଼େନ୍‌ମାର୍କ: ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବାକୁ ନିୟମିତ ଜିମ୍ ଯିବା ସହ ଯୋଗ କରିଥାନ୍ତି । ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରିଥାନ୍ତି । ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ । କିନ୍ତୁ ଡେନ୍‌ମାର୍କରେ ଯୋଗ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଏ । ନିକଟରେ ଏହାର ଏକ…

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ପ୍ରତି ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦିଅନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର:ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଦଳ । ପିସିସି ସଭାପତି ଶରତ ପଟ୍ଟନାୟକ  ସୁରକ୍ଷା…

ଅସୁନ୍ଦର ଦେଖାଯିବାକୁ କଲେ ସର୍ଜରୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ନ୍ୟୁୟର୍କ: ଭଗବାନ ସମସ୍ତଙ୍କୁ ନିଜ ଅନୁଯାୟୀ ଗଢିଛନ୍ତି । କାହାକୁ କଳା ତ କାହାକୁ ଗୋରା କରିଥାନ୍ତି । ଆଉ କାହାକୁ ସୁନ୍ଦର ତ ଆଉ କାହାକୁ ଅସୁନ୍ଦର କରିଥାନ୍ତି । ଭଗବାନଙ୍କ ସୃଷ୍ଟି ଭାବି ସମସ୍ତେ ଜୀବନ ଜିଇଁଥାନ୍ତି । ତଥାପି କିଛି ଲୋକ ନିଜ ଚେହେରାକୁ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ।…

ଟ୍ରେନ ଟ୍ରାଜେଡି: ୧୦୦୯ ରୋଗୀ ଡିସଚାର୍ଜ ହେଲେଣି, ୧୯୮ଙ୍କର ଚାଲିଛି ଚିକିତ୍ସା

ଭୁୂବନେଶ୍ୱର: ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସୂଚନା ଅପଡେଟ କଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ  ୧୭୦ ମୃତଦେହର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୮୫ ମୃତଦେହ ଚିହ୍ନଟ ହୋଇଥିଲା । ପରେ ଭୁବନେଶ୍ୱରରେ ଆହୁରି ୮୫ ମୃତଦେହ…

ଇଣ୍ଡିଆ ରାକିଂ ୨୦୨୩: ପ୍ରଥମ ଶହେରେ ଓଡ଼ିଶାର ୪ ଅନୁଷ୍ଠାନ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଛି NIRF-2023(National Institutional Ranking Framework)  ତାଲିକା । ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ମାଡ୍ରସ  ପ୍ରଥମ ସ୍ଥାନରେ ରହିଛି । ଦେଶର ଟପ୍ ଶହେ ତାଲିକାର ଓଡ଼ିଶାର ୪ଟି ଅନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ (MoS)…

ଖୁଲାସା ହେଲା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ !

ନୂଆଦିଲ୍ଲୀ: ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ 'ମିର୍ଜାପୁର'ର କ୍ରେଜ୍। ଆମାଜନ୍ ପ୍ରାଇମ ଭିଡିଓର ୱେବ୍ ସିରିଜର ପ୍ରଥମ ଦୁଇଟି ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜନର ଅପେକ୍ଷାରେ ଅଛନ୍ତି ଦର୍ଶକ। ମିର୍ଜାପୁର-୩ ର ସୁଟିଂ ପ୍ରାୟ ସଂପୂର୍ଣ୍ଣ…

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌…