ପିଣ୍ଡି ଆବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ସିଏମସି ବୈଠକରେ ବିରୋଧୀଙ୍କ ହଙ୍ଗାମା
କଟକ: ସହରର ଛତ୍ରବଜାର ଅଞ୍ଚଳରେ ଥିବା ସହରାଞ୍ଚଳ ହାଟରେ 'ପିଣ୍ଡି' ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋମବାର କଟକ ମହାନଗର ନିଗମ (ସିଏମସି) କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରମାନେ ଅଭିଯୋଗ ଆଣିବା ସହିତ ହୋ ହାଲ୍ଲା କରିଛନ୍ତି।
ସହରାଞ୍ଚଳ ହାଟରେ ସ୍ପଟ୍ ଆଲଟମେଣ୍ଟରେ ବଡ଼ ବଡ଼…