ଜାଣନ୍ତୁ ମଣି ପର୍ବତର ରହସ୍ୟ : ଯେଉଁଠି ଝୁଲା ଝୁଲୁଥିଲେ ପ୍ରଭୂ ଶ୍ରୀରାମ ଏବଂ ମାତା ସୀତା , ସ୍ମୃତିରେ ପାଳନ ହୁଏ…
ଅଯୋଧ୍ୟା : ଭାରତରେ ଅନେକ ଧାର୍ମିକ ସ୍ଥଳୀ ରହିଛି । ସେଥିମଧ୍ୟରୁ ଅଯୋଧ୍ୟାରେ ଥିବା ମଣିପର୍ବତ ଅନ୍ୟତମ । ପୌରାଣିକ ମତ ଅନୁଯାୟୀ ଏଠାରେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ବିବାହ କରି ଅଯୋଧ୍ୟା ଆସିଥିଲେ । ସେତେବେଳେ ରାଜା ଜନକ ମହାରାଜା ଦଶରଥଙ୍କୁ ଉପହାର ସ୍ବରୂପ ରେ ଅନେକ ମଣି…