ଭୁବନେଶ୍ୱର ମହାଲେଖାଗାର କାର୍ଯ୍ୟାଳୟରେ ସର୍ପ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ଵର: ଆଜି ଭୁବନେଶ୍ୱର ଏଜି ଛକ ସ୍ଥିତ ମହାଲେଖାଗାରଙ୍କ କାର୍ଯ୍ୟାଳୟରେ ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନ୍ସିପାଲ୍ ଏଜି ରାଜ କୁମାରଙ୍କ ପୌରହିତ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।
ରାଜ୍ୟରେ ସାଧାରଣରେ ଦେଖା ଯାଉଥିବା ସାପ,…