କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭୋଟ ହାତେଇବା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ଗ୍ୟାରେଣ୍ଟି ଯୋଜନା । ଏହି ଗ୍ୟାରେଣ୍ଟି ଯୋଜନାକୁ ପ୍ରୟୋଗ କରି କଂଗ୍ରେସ କର୍ଣ୍ଣାଟକ କ୍ଷମତା ହାତେଇଥିବାବେଳେ ଏବେ ଅନ୍ୟ ଦଳ ବି ଏହାକୁ ଅନୁକରଣ କରିବା ଆରମ୍ଭ କରି ଦେଲେଣି । ଏପରକି କଂଗ୍ରେସ ରାଜସ୍ଥାନରେ ମଧ୍ୟ ଏହି…