Latest Odisha News

BREAKING NEWS

କର୍ଣ୍ଣାଟକରେ ୧୫ ତାରିଖରେ ବିଜେପି, ଜେଡିଏସକୁ ଭାଙ୍ଗିଦେବେ ଶିବକୁମାର !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି। ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି…

BSKYରେ ରାଜ୍ୟ ବାହାରେ ଥିବା ୧୫୫ ହସ୍ପିଟାଲ ସାମିଲ, ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା - ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ କେୱାଇ) ଦୃତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ…

ରାଜଧାନୀରେ ଖୋଲିଲା ସିନୋପସିସ୍‌ର ଚିପ୍‌‌ ଡିଜାଇନ୍‌‌ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଲେକ୍ଟୋନିକ୍ସ ଡିଜାଇନ୍‌‌ ଏବଂ ଅଟୋମେସନ୍‌‌ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍‌‌ ଭୁବନେଶ୍ୱରରେ ଏକ ଡିଜାଇନ୍‌‌ ସେଣ୍ଟର ଖୋଲିଛି। ଆଜି ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ…

ହେନରୀ ନିକୋଲ୍ସଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ

ଅକଲାଣ୍ଡ: ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଏକ ପ୍ରକାର ସେମିଫାଇନାଲରେ ପ୍ରବେଶ କରିଛି । ଇତି ମଧ୍ୟରେ କିୱି ଟିମ ପାଇଁ ଏକ ଖରାପ ଖବର ଆସିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସଙ୍କ ବିପକ୍ଷରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି । ସେ ବିଶ୍ୱକପ ଦଳର ସଦସ୍ୟ ନ…

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ, ରେଡ୍‌ରୁ ମିଳିଲା ଆୟ ତୁଳନାରେ ୧୧୩% ଅଧିକ ସମ୍ପତ୍ତି

ବଲାଙ୍ଗିର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା। ଗତକାଲି ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ…

ଆସ ବୁଲିଯିବା ଓଡିଶା: ପ୍ରକୃତିରାଣୀର ଚିକ୍ ମିକ୍ ଝରଣା ପାଣିରେ ଆକର୍ଷିତ ପର୍ଯ୍ୟଟକ

ବଲାଙ୍ଗିର: ନୂଆବର୍ଷ ପାଖେଇ ଆସିବା କ୍ଷଣି ଓଡିଶାରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜି ଭ୍ରମଣ । ପ୍ରକୃତି କୋଳରେ କିଛି ସମୟ ଅତିବାହିତ ବାହିତ କରିବା ପାଇଁ କିଏ ବା ନ ଚାହେଁ । ପର୍ଯ୍ୟଟନ ଋତୁ ପାଇଁ ଚଳଚଞ୍ଚଳ ହୋଇପଡିଛି ଓଡିଶାର ସବୁ ପର୍ଯ୍ୟଟନ ସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…

ଏହି କାରଣରୁ ୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଦେବାକୁ ପଡ଼ିବ ଭାରି ଜରିମାନା

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟସୀମା ମଧ୍ୟରେ ଆଧାର କାର୍ଡ ଓ ପାନ୍ କାର୍ଡ ଲିଙ୍କ୍ ହୋଇନଥିବାରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ଏନେଇ ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ…

ଘର କାମ ପାଇଁ ମିଳୁନି ବାଲି: ପ୍ରତିବାଦରେ ବିଡିଓ ଅଫିସ ଘେରାଉ କଲେ ଗ୍ରାମବାସୀ

ମୟୁରଭଞ୍ଜ : ସାଧାରଣତଃ ଘର ତିଆରି ଲାଗି ବାଲି , ଗୋଡି , ମାଟି , ସିମେଣ୍ଟ ଆଦିର ଆବଶ୍ୟକତା ପଡିଥାଏ  । ଏସବୁ ନହେଲେ ଘର କାମ ମଧ୍ୟ ସମ୍ଭବପର ନୁହେଁ  । କିନ୍ତୁ ମୟୁରଭଞ୍ଜ ଗୋପବନ୍ଧୁ ନଗର ବ୍ଲକବାସୀ ବାଲି ପାଇଁ ହନ୍ତସନ୍ତ ହେଉଛନ୍ତି । ଘର କାମ ପାଇଁ ୱାର୍କ ଅର୍ଡର ମିଳିଛତ । ହିତାଧିକାରୀ…

କଂଗ୍ରେସ କରିବ ତୁଳସୀ ଯାତ୍ରା : ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା  । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ  ତୁଳସୀ ସଂଗ୍ରହ କରାଯିବ  । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ ତାକୁ କଂଗ୍ରେସ ଭବନକୁ ଅଣାଯିବ । ଏବଂ ପରେ ଭୁବନେଶ୍ବର କଂଗ୍ରେସ ଭବନରୁ କର୍ମୀମାନେ…

ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ମଞ୍ଜୁରୀ। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନଷ୍ଟ୍ରେସନ…