ମାଣ୍ଡିବିସିରେ ମାଓ ବ୍ୟାନର ଓ ପୋଷ୍ଟର ଠାବ
ରାୟଗଡ଼ା: କିଛି ଦିନର ବ୍ୟବଧାନରେ ପୁଣି ଲାଗିଲା ମାଓପୋଷ୍ଟର । ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳୀ ଡ଼ିଭିଜନାଲ କମିଟି ପକ୍ଷରୁ ଆଜି ସକାଳୁ ଲାଗିଛି ବ୍ୟାନର ଓ ପୋଷ୍ଟର । ମାଣ୍ଡିବିସି ଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ…