Latest Odisha News

BREAKING NEWS

ସଂସଦ ଭବନ ଉଦଘାଟନ ଅବସରରେ ଜାରି ହେବ ୭୫ ଟଙ୍କିଆ କଏନ 

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ  । ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଏହି ୭୫ ଟଙ୍କିଆ କଏନ ଉଦଘାଟନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି, ‘କଏନେଜ୍‌…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ରାଷ୍ଟ୍ରପତିଙ୍କୁ ଡକା ନଯିବା ଘଟଣା; ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତି ଡକା ନଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ କୋର୍ଟ। ଏନେଇ ଗତକାଲି (ମେ ୨୬) କୋର୍ଟରେ ଜସ୍ୱାର୍ଥ ମାମଲା ଦାୟର କରାଯାଇ ଶୁଣାଣି କରିବାକୁ ଦାବି କରାଯାଇଥିଲା। ସନ୍ଧ୍ୟାରେ ଏହାର…

ରାସ୍ତାରେ ରଖି ପାରିବେନି ଅଚଳ ଗାଡ଼ି; ଉଠାଇ ନେବ ବିଏମସି

ଭୁବନେଶ୍ୱର:ଆଉ ଏଣିକି ରାସ୍ତାରେ ରହିବନି ଅଚଳ ଗାଡି । ଅଚଳ ଗାଡିକୁ କେଉଁଠି ରଖିବେ, କେମିତି ରଖିବେ ସେ ଦାୟତ୍ୱ ମାଲିକଙ୍କର । ଯଦି ଭୁଲରେ ବି ରାସ୍ତାରେ ଅଚଳ ଗାଡି ରଖୁଥାନ୍ତି ତେବେ ସାବଧାନ ! ଦେଖିବା ମାତ୍ରେ ଉଠାଇ ନେବ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।  ବିଏମସି ପକ୍ଷରୁ ଏପରି…

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସୂଚନା ମିଳିଛି।ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ…

ଖୁବ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ; ୨୮ରେ ତାରିଖ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଅପେକ୍ଷା କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମି୍କ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ ତାରିଖ ଘୋଷଣା  ୨୮ରେ କରାଯିବ ।   ପ୍ରଥମେ…

ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ ରାଜଧାନୀ ଚିକିତ୍ସାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନ ସ୍ନାତକୋତ୍ତର ପ୍ରତିଷ୍ଠାନ  ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଗବେଷଣା ଓ…

କବିତା : ଶୂନ୍ୟତା

ଭାରତୀ ସରିତା ମହାନ୍ତି  କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା ସ୍ମୃତିରେ ସ୍ମୃତିରେ ହୁଏ ଆହତ। ଆଶାର ସାଗରେ ହାତାଶାର ଢେଉ ସ୍ବପ୍ନ ବାଲି ଘର ନିଏ ଭସାଇ ରଙ୍ଗହୀନ ଏହି ଅଳିକ ଜୀବନ ମୃତ୍ୟୁକୁ ଅପେକ୍ଷା କରି ବସଇ। ପରାସ୍ତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେ ତାକୁ ‘ସିଡ଼୍‌’ ନକହି ‘ସିଦ୍ଧାର୍ଥ’ କହୁଚି ଭାବି ସେ ନିଜେ ମଧ୍ୟ ଆ୧⁄୨ର୍ଯ୍ୟ ହୋଇଯାଉଥିଲା । ଖେଳବେଳେ ଟିକେ ରାଗରୁଷା, ମୁହଁ ଫୁଲାଫୁଲି ହୋଇଯାଇଥିବାରୁ ବୀରା ଆଶା କରୁଥିଲା ଯେ ସିଦ୍ଧାର୍ଥ…

ଭାଷା ଭାଗବତ : କଥା ଅର୍ଥହୀନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଚ୍ଛିତ ଜ୍ଞାନର ସାରାଂଶ କରିଲେ ସ୍ବଚ୍ଛଂଦେ ପ୍ରକାଶ ଗୁରୁଗଂଭୀର କଂଠସ୍ବର ପ୍ରଭାବୀ ହୁଏ ବାରଂବାର ଭୂଇଁରେ ରହିଲେ ସୁବକ୍ତା ଭାଷାକୁ ମିଳେ ନିରାପତ୍ତା ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ମୋହିତ କରେ କାନ, ମନ ଏବେ ତ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ସବିଶେଷ ବିବରଣୀ ଦେବା ଏତେ ସହଜ ନୁହେଁ। କାରଣ କିଛି ମୂଖ୍ୟ ସେବା ଓ ସେବକଙ୍କ କଥା ସମସ୍ତେ ଜାଣିଥାନ୍ତି (ଯେଉଁ ମାନେ ପ୍ରଭୁଙ୍କର ପ୍ରତ୍ୟକ୍ଷ…