ଲହୁଲୁହାଣ ଡାକ୍ତରଖାନାର ଛାତିଥରା ଦୃଶ୍ୟ: ମା’ କୋଳରେ ହସୁଛି ଶିଶୁ-ମା’ ଗଣୁଛି ହସର ଆୟୁଷ
ନୂଆଦିଲ୍ଲୀ: ଯୁଦ୍ଧ ସବୁବେଳେ ବେପରୁଆ । କିଛି ବୁଝେନା । କିଏ ମଲା, କିଏ ରହିଲା..କିଏ ହସିଲା ବା କିଏ କାନ୍ଦିଲା…ଏସବୁ କାହିଁକି ଯୁଦ୍ଧ ଜାଣିବ ? ଯୁଦ୍ଧ ଜାଣେ ହାରିବା..ଜିତିବା..ମାରିବା…ଧ୍ୱଂସ କରିବା । ହେଲେ ଯୁଦ୍ଧର ବିଭୀଷିକା ଭିତରେ କେତେ ମା’ର ଲୁହ.. କେତେ ବାପାଙ୍କ ଅସହାୟତା …କେତେ…