ପିଜିବିଏମ୍ ପ୍ରତିଷ୍ଠାତା ସଭାପତି ରାହାସ ବିହାରୀଙ୍କ ବିୟୋଗରେ ଶୋକସଭା
ଭୁବନେଶ୍ୱର: ଅବସରପ୍ରାପ୍ତ ଆଗ୍ନିକ ଆରକ୍ଷୀ ଅଧିକ୍ଷକ, ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ରାହାସ ବିହାରୀ ମହାନ୍ତିଙ୍କ ବିୟୋଗରେ ପାରଳା ଗଜପତି ବିକାଶ ମଞ୍ଚ (ପିଜିବିଏମ୍) ତରଫରୁ ମଞ୍ଚ କାର୍ଯ୍ୟାଳୟଠାରେ ବରିଷ୍ଠ…