Latest Odisha News

BREAKING NEWS

ଲୋକ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ବିହାଇଣ୍ଡ ଦ ଉଡ଼’ ଆୟୋଜିତ

ଭୁବନେଶ୍ୱର : ଲୁପ୍ତ ହୋଇଯାଉଥିବା ଲୋକ କଳା, ସଙ୍ଗୀତ ତଥା ନୃତ୍ୟ ଶୈଳୀକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମୃଦ୍ଧି ଓ ବିକାଶ ପାଇଁ ସମ୍ମିଳିତ ପ୍ରୟାସ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କଳିଙ୍ଗ କଳା କେନ୍ଦ୍ର ଟ୍ରଷ୍ଟ, ପୁନେର ମିଳିତ…

ମାଇକେଲ ଭନଙ୍କୁ ସମାଲୋଚନା କରି ସେହ୍ୱାଗ କହିଲେ ୮ଥରରେ ଥରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧିରେ ଧିରେ ରୋମାଂଚକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଏବେ ପୂର୍ବତନ ଖେଳାଳିମାନଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି । ଆଫଗାନିସ୍ତାନଠାରୁ ଇଂଲଣ୍ଡ ହାରିବା ପରେ ପୂର୍ବତନ ମାଇକେଲ ଭନ ତାଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଟୁଇଟ କରିଥିଲେ । ଏହାର ଜବାବରେ…

ସୀମା ଟପୁଛି ଅତ୍ୟାଚାର: ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଓ ଯୌନ ହିଂସା ମାମଲା

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ସୁଡାନରୁ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ଅର୍ଦ୍ଧ ସାମରିକ ବାହିନୀ ଶାସନ କ୍ଷମତା ଅକ୍ତିଆର କରିବା ପରେ ଅଶାନ୍ତ ହୋଇଛି ସୁଡାନ। ଏଠାରେ ବଢିଯାଇଛି ସଂଘର୍ଷ। ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଏବଂ ଯୌନ ହିଂସା ମାମଲା। ଏହା…

ଆଇଟି ଚଢଉବେଳେ ବାହାରିଲା ଅଚଳାଚଳ ସମ୍ପତ୍ତି: ୯୪ କୋଟି କ୍ୟାସ, ୮ କୋଟିର ହୀରା, ୩୦ ଦାମୀ ଗାଡି

ନୂଆଦିଲ୍ଲୀ: କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ୫୫ରୁ ଅଧିକ ସ୍ଥାନରେ ଠିକାଦାର ଏବଂ ରିଅଲ ଇଷ୍ଟେଟ ଡେଭଲପର୍ସଙ୍କ ଘରେ ଚାଲିଛି ଚଢଉ । ଏହି ଚଢାଉରେ ଆଇଟି ହାତରେ ଲାଗିଛି ୯୪ କୋଟିରୁ ଅଧିକ ଟଙ୍କାର ନଗଦ କ୍ୟାସ । ସିବିଡିଟି (Central Board of Direct Taxes)…

ଭଦ୍ରକରେ ଚାଞ୍ଚଲ୍ୟ: ୧୦ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା

ଭଦ୍ରକ: ସ୍ତ୍ରୀକୁ ହତ୍ୟା କରିବା ପରେ ୧ହ ବର୍ଷ ହେବ ଫେରାର ଥିଲା ଅଭିଯୁକ୍ତ  । ଆଉ ଏବେ ବାନ୍ଧିଲା ପୋଲିସ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁସ୍ତାଫାରୁର ଗାଁରେ  । ଅଭିଯୁକ୍ତ ଜଣକ ସେକ୍ ଚାନ୍ଦ ବାବୁ ବୋଲି ଜଣାପଡିଛି । ପୋଲିସ ଆଜି ସେକ୍ କୁ ଗିରଫ କରି କୋର୍ଟ…

୩୦ ଫୁଟ ତଳକୁ ଖସିଲା ଧାନ ବୋଝେଇ ପିକଅପ୍ ଭ୍ୟାନ୍, ଜଣେ ମୃତ

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ମଧ୍ୟପ୍ରଦେଶରେ ଏଣ୍ଟ୍ରିମାରିଲେ ହନୁମାନଜୀ: ଶିବରାଜଙ୍କୁ ଦେବେ ଚାଲେଞ୍ଜ

ଭୋପାଳ:ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନବରାତ୍ର ପୂଜା ପୂର୍ବ ଦିନରୁ ଏହି ତାଲିକା ପ୍ରକାଶ ପାଇଛି । ତେବେ ସବୁଠାରୁ ଆଲୋଚନାର ବିଷୟ ହୋଇଛି ବୁଧିନି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ନେଇ । ବୁଧିନି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି…

୨୬ବର୍ଷ ବୟସରେ ପୂର୍ବତନ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀ  ଶେରିକା ଡି ଆର୍ମାସଙ୍କ ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଗର୍ଭାଶୟ କ୍ୟାନସର ରୋଗରେ ପୀଡିତ ଥିଲେ । ୨୦୧୫ ମସିହାରେ  ସେ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀତାରେ ଉରୁଗୁଏର…

ହାପି ବାର୍ଥ ଡେ ସୋଲେ ସୁନ୍ଦରୀ, ଜନ୍ମଦିନରେ ହେମା ମାଳିନୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ…