Latest Odisha News

BREAKING NEWS

ନେପାଳରେ ୬.୪ ତୀବ୍ରତାର ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆରରେ ଅନୁଭୂତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ ଏହାର ତୀବ୍ରତା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୧୧ଟା ୩୨ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର୍ ଗଭୀରରେ…

ନେପାଳରେ ୬.୪ ତୀବ୍ରତାର ସହ ଭୂକମ୍ପ, ୨୪ ଜଣଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ୬.୪ ତୀବ୍ରତାର ଭୂକମ୍ପରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭୂକମ୍ପ ମାପନ କେନ୍ଦ୍ରର ଅଧିକାରୀଙ୍କ କହିବାନୁସାରେ, ଜାଜରକୋଟ ଜିଲ୍ଲାର ଲମିଦଣ୍ଡା ଅଞ୍ଚଳରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା…

କବିତା : ସମୟ

ବନ୍ଦନା ପଣ୍ଡା  କୁଆଡେ ଯାଇଛି ହଜି କୋଳାହଳ ସହରର ବ୍ୟସ୍ତ ପ୍ରହର ମଣିଷ ଖୋଜୁଥିଲା ଟିକେ ଏକାନ୍ତର ବେଳ !! କୁଆଡେ ହଜିଗଲା ବଜାର ହାଟରେ ମୂଲଚାଲ ଆଉ ଠେଲା ଦୋକାନୀରେ ବରା ପକୁଡ଼ି ପାଇଁ ଚହଳ ପହଳ?? ଚା ଦୋକାନ ଖଟି ପାନଖିଆ ପାଟି ସଫଳ ବିଫଳ ପ୍ରେମିକଙ୍କ ଉତୁରା ହସ, ବତୁରା…

୧୮ ମାସ ବଞ୍ଚିଥିଲା ମୁଣ୍ଡ ନ ଥିବା କୁକୁଡ଼ା

ନୂଆଦିଲ୍ଳୀ: ଯଦି କାହାର ମୁଣ୍ଡ କାଟି ଦିଆଯାଏ, ତେବେ ସେ ବଞ୍ଚିବା ଅସମ୍ଭବ । କିନ୍ତୁ ୭୮ ବର୍ଷ ପୂର୍ବେ ଆମେରିକାରେ ଘଟିଥିବା ଏକ ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆମେରିକାର ଜଣେ କୃଷକ କୁକୁଡ଼ା ଚାଷ କରୁଥିଲେ । ଦିନେ ଚାଷୀ ୪୦-୪୫ଟି କୁକୁଡ଼ାକୁ ମାରିଲେ । ଯେତେବେଳେ ସେ କୁକୁଡ଼ାକୁ…

ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

ଚେନ୍ନାଇ: ତାମିଲନାଡୁର ମଦୁରାଇଠାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି ତାଙ୍କ ପ୍ରଶଂସକ । ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି…

୫୭୫ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ୪୯୪୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ…

ସୋଲାର ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ ସମ୍ମାନୀତ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆ…

ତୁମେ ଏତେ ଭଲ ହେଲ କିପରି: ଏପରି କିଛି କହିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ୧ ତାରିଖରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ…

ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ

ତାଲାହାସି: ଋତୁସ୍ରାବ ଏକ ପ୍ରାକୃତିକ ଓ ଶାରୀରିକ ପ୍ରକ୍ରିୟା ଯାହା କିଶୋରି ତଥା ମହିଳାମାନଙ୍କର ଗର୍ଭଧାରଣ ପ୍ରସ୍ତୁତିର ଏକ ଅଂଶ । ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ଦ୍ୱାରା ଅନେକଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥାଏ । କଷ୍ଟରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଘରୋଇ ଉପଚାର କରିବା ସହ…

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ…