ବିଶ୍ୱର ଏକ ନମ୍ବର ଜାଭେଲିୟନ ଥ୍ରୋୟର ହେଲେ ଭାରତର ନୀରଜ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର୍ୟାଙ୍କିଙ୍ଗରେ ସେ ପୁରୁଷ ବିଭାଗରେ ଶୀର୍ଷ ସ୍ଥ୍ାନ ହାସଲ କରିଛନ୍ତି । ସେ ବିଶ୍ୱ ଚାମ୍ପିୟନ…