Latest Odisha News

BREAKING NEWS

ଓଡିଶାରେ ଟିମ୍ କୋରିଆ : ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା , ଆସିପାରେ ନିବେଶ !

ଭୁବନେଶ୍ୱର : ଓଡିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସମ୍ଭାବନା ରହିଛି । ଏନେଇ କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବେ ରଘବ ଚଢ଼ା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଢାଙ୍କୁ କହିଛନ୍ତି। ତେବେ ଦୀପାବଳି ଛୁଟି ପରେ ଆଗାମୀ ୨୦…

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ  । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର  । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି ଏକ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦର ଯେତେ ବୃଦ୍ଧି ହେଲେ ବି…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ ରୋଭର ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏହି ଦାମୀ ଗାଡି କାହାର…

ରେଭ ପାର୍ଟିରୁ ସାପ ବିଷ ଜବତ: ଗିରଫ ହୋଇ ପାରନ୍ତି ବିଗ ବସ ୱିନର ଏଲଭିସ ଯାଦବ

ନୂଆଦିଲ୍ଲୀ: ବିଗ ବସ ୱିନର ଏଲଭିସ ଯାଦବଙ୍କୁ ନେଇ ଗୁରୁତର ମାମଲା ସାମ୍ନାକୁ ଆସିଛି । ନୋଏଡା ପୋଲିସ ଏକ ରେଭ ପାର୍ଟିରୁ ସାପ ବିଷ ଜବତ କରିଛି । ସାପବିଷ ରେଭ ପାର୍ଟିରେ ବ୍ୟବହାର ହେଉଥିବା ନେଇ ଏଫଆଇଆରରେ ଦର୍ଶାଯାଇଛି । ଏଫଆଇଆରରେ ଏଲଭିସ ଯାଦବଙ୍କ ନାଁ ରହିଛି । ଏହି ମାମଲାରେ ଏଲଭିସଙ୍କୁ…

ଭାରି ପଡିଲା ମିଛ ଅପହରଣ, ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ବରଗଡ଼: ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଅପହରଣ ଘଟଣାର ନୂଆ ମୋଡ । ମହଙ୍ଗା ପଡିଲା ନିଜେ ନିଜକୁ ଅପହରଣ କରିବା । ଅପହରଣ ଚାଲ କରି ୮୦ ଲକ୍ଷ୍ୟର ଚୁନା ଲଗାଇଥିଲେ ବ୍ୟବସାୟୀ । ଶେଷରେ ଗିରଫ କଲା ପୋଲିସ । ବରଗଡ ଟାଉନ ଥାନା ପୋଲିସ ଏଭଳି ଏକ ମିଛ ଅପହରଣ ଘଟଣାର ପର୍ଦାଫାସ କରିଛି । ସୂଚନା…

ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ଦେଲେ ଏମିତି ସୂଚନା

ମୁମ୍ବାଇ: ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ବଲିଉଡ ଫାୟାର ଆକ୍ଟ୍ରିସ କଙ୍ଗନା ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ତ କେତଳେବେଳେ ନିଜ ଅଭିନୟକୁ ନେଇ   । ଯେ କୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ସ୍ପଷ୍ଟ ମତ ରଖି…

ହଠାତ୍ ଆସିଲା ମୃତ୍ୟୁ : ପୁଅ ଆଗରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ଏମିତି ବି ଆସେ ମୃତ୍ୟୁ  । କାହାର କେତେବେଳେ କେଉଁଠାରେ ମୃତ୍ୟୁ ହେବ, ତାହା କେହି କହିପାରିବେ ନାହିଁ । ବାଟରେ ଯେମିତି ଯମ ଜଗି ବସିଥିଲା । ଏମିତି କିଛି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ତେଲିମୁଣ୍ଡା ଛକ ନିକଟରେ  ।  ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ଲାଗି…

ପ୍ରିନ୍ସପାଲ ନେଇଗଲେ ମୋବାଇଲ, ଗଛରେ ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା । ପ୍ରନ୍ସିପାଲ୍ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ରଜଣଙ୍କ ନାମ ପାବିଲ୍ୟାସ କର୍ଜି । ଘର ଗଜପତି ଜିଲା ହୁମାରେ ହୋଇଥିବା ବେଳେ ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ…

ଶର୍ଟ ବୋଲିଂ ପ୍ରଶ୍ନ ନେଇ ରାଗିଗଲେ ଶ୍ରେୟାଶ ଆୟାର

ମୁମ୍ବାଇ: ଦିନିକିଆ ବିଶ୍ୱକପ ୨୦୨୩ ସଂସ୍କରଣରେ ଭାରତ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତ ପକ୍ଷରୁ ବିରାଟ କୋହଲି, ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଭଲ ପ୍ରଦର୍ଶନ କରିଥିଲେ । ଆୟାର ୫୬ ବଲରେ ୮୨ ରନ କରିଥିଲେ ।…