Latest Odisha News

BREAKING NEWS

ଆଇପିଏଲରୁ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ କ୍ରିକେଟଠାରୁ ଦୂରେଇ ରହିପାରନ୍ତି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଆଘାତ ସମସ୍ୟା ଯୋଗୁ ଏବେ କ୍ରିକେଟଠାରୁ ଦୂରେଇ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା…

UPI-TIPS Link: RBIର ବଡ଼ ପଦକ୍ଷେପ; ଭାରତ ଏବଂ ୟୁରୋପ ମଧ୍ୟରେ ଡିଜିଟାଲ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ:ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ଯୋଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ଖୁବ୍ ଶୀଘ୍ର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଟାର୍ଗେଟ୍ ଇନଷ୍ଟାଣ୍ଟ ପେମେଣ୍ଟ ସେଟେଲମେଣ୍ଟ…

ଗୌହାଟୀ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୨୪୭/୬

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀରେ ଶନିବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଟପ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ…

ବିଜେପିକୁ ମିଆଁ ମୁସଲିମଙ୍କ ଭୋଟ ମିଳିବା କଷ୍ଟ… ଏମାନେ କିଏ ଯାହାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବଡ଼ ବୟାନ…

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ପ୍ରାୟତଃ ମିଆଁ ମୁସଲମାନମାନଙ୍କୁ ଟାର୍ଗେଟ କରନ୍ତି। ପୁଣି ଥରେ ସେ ମିଆଁ ମୁସଲମାନମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା…

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓଦମନ ସରିବ: ଡିଜିପି

ଭୁବନେଶ୍ବର: ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍‌ ଆରମ୍ଭ ହେବ। ଏଥିପାଇଁ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ। ଓଡ଼ିଶା ପୋଲିସ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା…

G20 Summit: ପହଞ୍ଚିଲେ ମୋଦି; ଦେଖାନାହାଁନ୍ତି ଟ୍ରମ୍ପ, ପୁଟିନ, ଜିନପିଙ୍ଗ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ମୋଦି...ଗଲେନି ଟ୍ରମ୍ପ, ପୁଟିନ, ଜିନପିଙ୍ଗ... ୨୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, G20 ଶିଖର ସମ୍ମିଳନୀ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଛି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୋହାନ୍ସବର୍ଗରେ…

ଆଶେସ ସିରିଜ: ହେଡଙ୍କ ବିସ୍ଫୋରକ ଶତକ, ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ପର୍ଥ: ଚଳିତ ଆଶେସ ସିରିଜର ପ୍ରଥମ ମ୍ୟାଚରେ ଟ୍ରେଭିସ ହେଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୭୨…

ଭାରତକୁ ତୁର୍କୀ ଓ ଚୀନ ତିଆରି ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ଏହି ଗ୍ୟାଙ୍ଗ, ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ କଲା…

ନୂଆଦିଲ୍ଲୀ: ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାକିସ୍ତାନୀ ଆଇଏସଆଇ ସହିତ ଜଡିତ ଏକ ପ୍ରମୁଖ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସର ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ଉଚ୍ଚମାନର ପିସ୍ତଲ ଯୋଗାଉଥିଲା। ଏହି…

ବିଶ୍ୱ ଟେଲିଭିଜନ ଦିବସ ୨୦୨୫; ସାରା ଭାରତରେ ୨୩୦ ନିୟୁତ ପରିବାରକୁ କରୁଛି ସଂଯୋଗ

ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଏ। ଏହି ଦିବସ ଟେଲିଭିଜନକୁ ସୂଚନା ଦେବା, ଶିକ୍ଷା ଦେବା ଏବଂ ଜନମତକୁ ପ୍ରଭାବିତ କରିବା ଏବଂ ଯୋଗାଯୋଗ ତଥା ବିଶ୍ୱ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ସ୍ୱୀକୃତି ଦିଏ।…

ଏମାର ମଠ ରୁପା ଇଟା ମହାପ୍ରଭୁଙ୍କ ଅଧୀନକୁ ଆସିବ! ସେପଟେ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଶୀଘ୍ର ଆସିବ ଏସଓପି…

ପୁରୀ: ଏମାର ମଠରୁ ବାହାରି ଥିବା ରୂପା ଇଟାକୁ କେଉଁଠି ରଖାହେବ ସେନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୁପା ଇଟା ଏମାର ମଠର ସମ୍ପତ୍ତି । ସିଦ୍ଧ ମଠର ଜଜମେଣ୍ଟ ଅନୁଯାଇ ମଠର ସମ୍ପତ୍ତି ଜଗନ୍ନାଥଙ୍କର । ସେହି ଦୃଷ୍ଟିକୋଣରୁ ଏମାର ମଠର…