ପରକୀୟା ପ୍ରୀତି ପାଇଁ ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ
ବାଲେଶ୍ଵର: ସାଙ୍ଗକୁ ଡାକି ମାରିଲା ସାଙ୍ଗ। ଅପହରଣ ପରେ ଯୁବକଙ୍କୁ ହତ୍ୟା । ମାଟିତଳେ ପୋତିଦେଲା ଅଭିଯୁକ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଏହି ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା ।
ସୂଚନାଥାଉକି, ବୀରେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଅପହରଣ ନେଇ…