Latest Odisha News

BREAKING NEWS

ଆବଶ୍ୟକତାରୁ ଅଧିକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୋର ଜଣେ ବନ୍ଧୁ କାଶ୍ମିରରୁ ଆସିଲାବେଳେ ମୋତେ ଉପହାର ସ୍ୱରୂପ ଭଲ ସେଓ ଚାରାଟିଏ ଦେଇ କହିଲେ, ଏଇଟା ଆମ ଓଡ଼ିଶା ଜଳବାୟୁରେ ବଞ୍ଚି ବଢିବ ଓ ଖୁବ୍ ଫଳ ଦେବ । ଆଗରୁ ମୋ ପରିବାରରେ କେହି ସେଓଗଛ କେମିତିକା ଦେଖି ନଥିବାରୁ ପୁଅ, ବୋହୂ, କନ୍ୟା, ମୋ ପତ୍ନୀ ମିଶି…

ଏଆଇ ମାନବ ସମାଜ ପାଇଁ ବିପଦ କହି ଗୁଗୁଲ୍‌ରୁ ଇସ୍ତଫା ଦେଲେ ଏଆଇର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ

ନୂଆଦିଲ୍ଲୀ: 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱ ପାଇଁ ବିପଦଜନକ। ଏହାର କୁପ୍ରଭାବ ମାନବିକତା ଉପରେ ପଡ଼ୁଛି।' ଏକଥା ଆଉ କେହି ନୁହେଁ ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଗଡ୍‌ଫାଦର୍‌ ଭାବରେ ଜଣାଶୁଣା ଡ. ଜୋଫ୍ରେ ହିଣ୍ଟନ କହିଛନ୍ତି। ବର୍ତ୍ତମାନ ଏହା ଏକ ବରଦାନ ଭଳି ଲାଗୁଥିଲେ…

ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ନୀତିଶ କୁମାର; ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଚାଲିଛି କି ଅଙ୍କକଷା ?

ଭୁବନେଶ୍ୱର:ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି  ବିହାର ମୁଖ୍ୟମନ୍ତ୍ରୀ  ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଭେଟି ପାରନ୍ତି  ନୀତିଶ। ନୀତିଶ-ନବୀନ ଭେଟଘାଟକୁ ନେଇ  ଖବର ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ଅଙ୍କକଷା   । ଆସନ୍ତା…

ପ୍ରସଙ୍ଗ ଓ ରାଜନୀତିକ ସମୀକରଣର ସମୟ ସମାନ: ଏଥର ସଫଳ ହେବ ନବୀନ-ନୀତୀଶ ଭେଟଘାଟ?

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ ଜେଡିୟୁ ସୁୁପ୍ରିମୋ। ଦେଶର ସମସ୍ତ…

ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ଯା ମାମଲାରେ ଓଡ଼ିଶା ଦେଶରେ ଦ୍ବିତୀୟ!

ଭୁବନେଶ୍ୱର: ଚଳିତ ସପ୍ତାହରେ ସୋମବାର ଓ ମଙ୍ଗଳବାର ଲଗାତର ଦୁଇ ଦିନ ୩୦୦ରୁ କମ୍ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଦେଶରେ ଆକ୍ଟିଭ୍ କେସ ବା ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଓଡ଼ିଶା ଶୀର୍ଷ ତିନିଟି ରାଜ୍ୟ ମଧ୍ୟରେ ରହିଛି। କେରଳରେ ସର୍ବାଧିକ ୧୦ ହଜାର ୧୨୨ ଜଣ…

ଯାଜପୁରରେ ଅପପୃଷ୍ଟିରୁ ମୃତ୍ୟୁ: ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର: ଶିଳ୍ପର ସହର ଯାଜପୁର। ହେଲେ ଏବେ ଏହି ଜିଲ୍ଲାର ସାତୋଟି ଗାଁର ଶିଶୁଙ୍କୁ ପ୍ରଭାବିତ କରୁଥିବା ଉତ୍କଟ ଅପପୁଷ୍ଟି ସମସ୍ୟାର ସମାଧାନ ପାଇଁ କୋର୍ଟରେ ଦାଖଲ ହୋଇଛି ଆବେଦନ। ମଣ୍ଟୁ ଦାସ ନାମକ ଜଣେ ସାମାଜିକ କର୍ମୀ  ଏହି ଆବେଦନ କରିଛନ୍ତି ହାଇକୋର୍ଟରେ। ଯେଉଁଥିରେ ସେ ଦୁଇ ଶିଶୁ…

ଆମ୍ବ ଗଛ ଉପରେ ଆଇଟି ଚଢାଉ; ମିଳିଲା ଏକ କୋଟିର କ୍ୟାସ

ବେଙ୍ଗାଲୁର: ଆମ୍ବଗଛ ତଳେ ପଡିଲା ବିଡା ବିଡା ନୋଟ । ପାଖାପାଖି କୋଟିଏ ଟଙ୍କାର ନୋଟ । କୁଆଡୁ ଆସିଲା ଏତେ ଟଙ୍କା ? କିଏ ରଖିଲା ? ଏଡା ପଛର ଅସଲ କାହାଣୀ ଶୁଣିଲେ ଆଖି ଖୋସି ହୋଇଯିବ । କର୍ଣ୍ଣାଟକର ମହୀଶୁରରେ ଆୟକର ଚଢାଉ ବେଳେ ଗଛ ଉପରୁ ଏକ କୋଟି ଟଙ୍କା ଜବତ ହୋଇଛି । ବିଧାନସଭା…

ବଡବିଲରେ ବ୍ୟବସାୟୀଙ୍କୁ ହତ୍ୟା ପଛରେ ରହିଛି କି ରାଜନୈତିକ ଶତ୍ରୁତା?

କେନ୍ଦୁଝର: ବଡ଼ବିଲ ସହରର ଏକ ବ୍ୟସ୍ତବହୁଳ ରାସ୍ତାରେ ସୋମବାର ଦିନ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ କେହି ଦୁର୍ବୃତ୍ତ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିବା ପରେ ସହରରେ ଶୋକର ଛାୟା ଖେଳିଯାଇଛି। ସେ ହେଲେ ବଡ଼ବିଲ ବଜାର ନିକଟସ୍ଥ ୬ ନମ୍ବର ଓ୍ୱାର୍ଡର ସୁନୀଲ ସିହ୍ନା (୩୮) ଓରଫ ଭୋଳା।…

ଆସନ୍ତାକାଲି ନିଜ ଗାଁକୁ ଆସୁଛନ୍ତି ରାଷ୍ଟ୍ରପତି: ଲୋକଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବାରିପଦା: ଆସନ୍ତାକାଲି ରାଷ୍ଟ୍ରପତି ଭାବେ ନିଜ ଗାଁକୁ ଆସୁଛନ୍ତି ମହାମହିମ ଦୌପଦ୍ରୀ ମୁର୍ମୁ। ୪ ତାରିଖ (ଗୁରୁବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତ ପୂର୍ବରୁମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ…

ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍

ଜେରୁସାଲେମ: ପାଲେଷ୍ଟାଇନ୍‌ ଆତଙ୍କବାଦୀ ସଂଗଟନ ହମାସ ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌। ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍‌ ଏୟାର୍ ଷ୍ଟ୍ରାଇକ୍ କରିଛି। ବୁଧବାର ଭୋର ସମୟରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି। ଇସ୍ରାଏଲ୍ କଷ୍ଟୁଡିରେ ଥିବା ପାଲେଷ୍ଟାଇନ୍‌…