Latest Odisha News

BREAKING NEWS

Causes of earthquakes ୧୨ ବର୍ଷରେ ୧୦ଥର ଭୂମିକମ୍ପ, ଭୂକମ୍ପର କେନ୍ଦ୍ର ପାଲଟିଛି ଢାକା…

ନୂଆଦିଲ୍ଲୀ:  ବାଂଲାଦେଶରେ ଏକ ଭୂମିକମ୍ପ ହୋଇଛି । ଢାକା ଏବଂ ଦେଶର ଅନ୍ୟ କିଛି ସ୍ଥାନରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ୫.୭ ଥିଲା। ଭୂମିକମ୍ପରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ସମୟରେ, ଆସନ୍ତୁ ବୁଝିବା କିପରି ଢାକା…

Online fraud ଫେସବୁକରୁ ସାଙ୍ଗ ହୋଇ ୨ କୋଟି ଲୁଟିନେଲେ ମହିଳା…

ଉତ୍ତରପ୍ରଦେଶ :  ଉତ୍ତର ପ୍ରଦେଶର ନୋଏଡାରେ ଅନଲାଇନ୍ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସାଇବର ଠକ ନୋଏଡ଼ାର ସେକ୍ଟର ୧୧ରେ ରହୁଥିବା ବ୍ୟବସାୟୀ ନୀତିନ ପାଣ୍ଡେଙ୍କୁ ଫରେକ୍ସ ବାଣିଜ୍ୟରେ ବିପୁଳ ଲାଭର ପ୍ରତିଶ୍ରୁତି ଦେଇ ୨ କୋଟି ଟଙ୍କା ଠକି ନେଇଛନ୍ତି। ପ୍ରଥମେ ମହିଳା…

Air Cargo Services with Afghanistan:ଭାରତ – ଆଫଗାନିସ୍ତାନ ମଧ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ବିମାନ ମାଲ…

ନୂଆଦିଲ୍ଲୀ: କୂଟନୈତିକ ସମ୍ପର୍କ ସୁଦୃଢ଼ ​​ହେବା ପରେ, ଭାରତ ଏବଂ ଆଫଗାନିସ୍ତାନ ଏବେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଆଡକୁ ଅଗ୍ରସର ହେଉଛନ୍ତି। ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ବିମାନ ମାଲ ପରିବହନ ସେବା (Air Cargo) ଆରମ୍ଭ ହେବ। ଶୁକ୍ରବାର ଆଫଗାନିସ୍ତାନର ତାଲିବାନ ବାଣିଜ୍ୟ ମନ୍ତ୍ରୀ…

Weather Update: ସୃଷ୍ଟି ହେଲା ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି…

ପାଇଖାନା ଟାଙ୍କି ଭିତରୁ ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ବର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପାଇଖାନା…

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ…

ହଠାତ୍ ହୃଦଘାତର ଶିକାର ହେଲେ ଡ୍ରାଇଭର, ୪ ଜଣଙ୍କ ଉପରେ ଚଢ଼ିଗଲା କାର

ପୁନେ: ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଅମ୍ବରନାଥ ଫ୍ଲାଏଓଭରରେ ଏକ ଦୁର୍ଘଟଣା ଘଟି ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଶିବସେନା ସ୍ଥାନୀୟ ନିର୍ବାଚନ ପ୍ରାର୍ଥୀ କିରଣ ଚୌବେ ତାଙ୍କ ସହଯୋଗୀ ଏବଂ ଡ୍ରାଇଭର ଲକ୍ଷ୍ମଣ ସିନ୍ଦେଙ୍କ ସହିତ ନିର୍ବାଚନ ପ୍ରଚାରରେ ଯାଉଥିବା ସମୟରେ…

କାର୍ଯ୍ୟକାରୀ ହେଲା ୪ New Labour Codes: ମହିଳା କର୍ମଚାରୀଙ୍କ ପାଇଁ ବଡ ପ୍ରତିଶ୍ରୁତି, ସମାନ ଦରମା ସାଙ୍ଗକୁ, ସମାନ…

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହେଲା ସଂଶୋଧିତ ଶ୍ରମ ଆଇନ କୋର୍ଡ । ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏକ ଘୋଷଣାରେ କହିଛି ଯେ ଭାରତ ସରକାର ନଭେମ୍ବର ୨୧ ତାରିଖରୁ ଚାରୋଟି ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି ଏବଂ ୨୯ ଟି ପ୍ରଚଳିତ…

Ambulance Accident: ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଆଟେଡାଣ୍ଟ ମୃତ ଓ ୫ଗୁରୁତର

ସମ୍ବଲପୁର: ଶନିବାର ଦିନ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଲି ବୋଝେଇ ଟ୍ରକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀ ଆଟେଡାଣ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ…

New Labour Codes: ଶ୍ରମ ଆଇନ ଇତିହାସରେ ସବୁଠୁ ବଡ଼ ସଂସ୍କାର: ଅମିତ ଶାହ

ନୂଆଦିଲ୍ଲୀ: ନୂତନ ଶ୍ରମ ସଂହିତାର ଦେଶବ୍ୟାପୀ କାର୍ଯ୍ୟକାରିତା ପାଇଁ ସମସ୍ତ ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲାଗୁ ହୋଇଥିବା ଏହି ସଂହିତାଗୁଡ଼ିକ ଶ୍ରମ ଆଇନ ଇତିହାସରେ ସବୁଠାରୁ ବଡ଼ ସଂସ୍କାରର ପ୍ରତିନିଧିତ୍ୱ…