ବଲାଙ୍ଗୀର ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କଠୁ ନର୍ସ ନେଉଛନ୍ତି ଲାଞ୍ଚ
ବଲାଙ୍ଗୀର: ଜଣେ ନର୍ସ ନିଜ ସହକର୍ମୀଙ୍କ ମଧ୍ୟରେ ଟଙ୍କା ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲ ବିବାଦରେ ଛନ୍ଦି ହୋଇଯାଇଛି।
ସଂପୃକ୍ତ ଭିଡିଓରେ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରେ ଥିବା ନର୍ସ…