Latest Odisha News

BREAKING NEWS

ରିଲିଜ ହେଲା ନୀତିନ ଗଡକରୀଙ୍କ ବାୟୋପିକ୍ ‘ଗଡକରୀ’

ମୁମ୍ବାଇ: ରିଲିଜ ହେଲା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଉପରେ ନିର୍ମିତ ବାୟୋପିକ ଫିଲ୍ମ 'ଗଡକରୀ'। ଦେଶର 'ହାଇୱେମ୍ୟାନ' ଭାବରେ ଜଣାଶୁଣା ନେତା ନିତିନ ଗଡକରୀଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏହି ଫିଲ୍ମରେ ଗଡକରୀଙ୍କ ଭୂମିକାରେ ଅଭିନୟ…

ଖୁସି ନୁହେଁ ବରଂ ଚିନ୍ତାରେ ପକାଇଛି ବିଶ୍ୱ ରେକର୍ଡ, ଏହି ଦେଶରେ ୩ ମାସ ହେବ ଜନ୍ମ ହୋଇ ନାହିଁନ୍ତି କୌଣସି ଶିଶୁ

ରୋମ: ଆମ ଦୁନିଆ ଦୃତ ଗତିରେ ବାର୍ଦ୍ଧକ୍ୟ ଆଡ଼କୁ ପ୍ରବେଶ କରୁଛି। ଚୀନ୍ ଏବଂ ଜାପାନ ପରି ଦେଶ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ଇଟାଲୀ ମଧ୍ୟ ଏହି ତାଲିକାରେ ଯୋଗ ଦେବାକୁ ଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ପିଲାଙ୍କ ଜନ୍ମ ବହୁତ କମ ହେଉଛି। ଖବର ଅନୁଯାୟୀ, ଗତ ତିନି ମାସ ଧରି…

ପ୍ରଧାନମନ୍ତ୍ରୀଙ୍କ ଉପହାର, ସ୍ମୃତି ଫଳକର ଇ-ନିଲାମ : ଶ୍ରୀଜଗନ୍ନଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬ ହଜାରରୁ…

ନୂଆଦିଲ୍ଲୀ: ନିଲାମ ହେଲା ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର । ତା ପୁଣି ୮୭ ହଜାର ୪୦୦ ଟଙ୍କାରେ। ଜଗନ୍ନାଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬,୪୦୦ ଟଙ୍କାରେ ନିଲାମ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମୃତି ଫଳକଗୁଡିକର ଇ ନିଲାମ ହେଉଛି । ଏହାକୁ କିଣିବା ପାଇଁ…

ଆରମ୍ଭ ହେଲା ଦେଶର ବୃହତ ଆଇଟି ଓ ଟେଲିକମ୍ ମେଳା, IMC କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ । IMCର ଚଳିତ ବର୍ଷର ଥିମ୍‌ ରହିଛି ‘Global Digital Innovation’ । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଏହି ମହାସମ୍ମେଳନକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  । ୨୦୨୩ ଡ଼ିସେମ୍ବର ୯ ଯାଏଁ ଭୋଟରମାନେ ଆବେଦନ…

ଶିକ୍ଷକଙ୍କ ତାଲିବାନୀ ସଜା: ଯୁବକଙ୍କୁ ବନେଟ ଉପରେ ଝୁଲାଇ ୧୦ କିମି ବୁଲାଇଲେ

ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ…

ଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର: ଆଜି ରାତି ପାହିଲେ କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି…

ରାତି ପାହିଲେ ଧରାପୃଷ୍ଠକୁ ବିରାଜିବେ ଐଶ୍ଚର୍ଯ୍ୟର ଦେବୀ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ…

ବିକାଶରୁ ବହୁ ଦୂରରେ ବରପଦରପଡ଼ା: ମିଳିପାରୁନି ମୌଳିକ ସୁବିଧା, ଆବାସ ଯୋଜନା ଏଠି ସ୍ୱପ୍ନ !

ନୂଆପଡା :  ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା ଡିଣ୍ଡିମ ପିଟୁଛନ୍ତି  । ହେଲେ  ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ବରପଦର ପଡ଼ା । ବିକାଶ ତ ବହୁ ଦୂରର କଥା  । ମୌଳିକ ସୁବିଧା ପାଇବା ବି ଏଠାକାର ଲୋକଙ୍କ…

କନ୍ଦାଇଲାଣି ପିଆଜ ଦର, ମାସକରେ ଦରଦାମ ଦୁଇଗୁଣ

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର ଡବଲ । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ…